ETV Bharat / state

ସଂକ୍ରମଣ ଭୟ, ନିଜ ଘର ଆଗରେ ବ୍ୟାରିକେଡ କଲେ ଗ୍ରାମବାସୀ

author img

By

Published : Jul 23, 2020, 10:49 PM IST

Updated : Jul 24, 2020, 5:58 PM IST

ଗଜପତି ଜିଲ୍ଲା ଅଡବା ଅଞ୍ଚଳରେ କୋରୋନା ସଂକ୍ରମଣ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ସ୍ଥାନୀୟ ଅଧିବାସୀମାନେ ନିଜ ଘର ଓ ଦୋକାନ ଆଗରେ ବ୍ୟାରିକେଡ କରି ନିଜକୁ କୋରୋନା ସଂକ୍ରମଣରୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି । ଯାହାକୁ ପ୍ରଶଂସା କରିଛନ୍ତି ମୋହନା ତହସିଲଦାର । ଅଧିକ ପଢନ୍ତୁ...

କୋରୋନା ସଂକ୍ରମଣରୁ ରକ୍ଷା ପାଇଁ ବ୍ୟାରିକେଡ, ପ୍ରଶଂସା କଲେ ତହସିଲଦାର

ଗଜପତି: ଜିଲ୍ଲାର ଅଡବା ଅଞ୍ଚଳରେ କୋରୋନା ସଂକ୍ରମଣ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ସ୍ଥାନୀୟ ଅଧିବାସୀମାନେ ନିଜ ଘର ଓ ଦୋକାନ ଆଗରେ ବ୍ୟାରିକେଡ କରି ନିଜକୁ କୋରୋନା ସଂକ୍ରମଣରୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି । ଯାହାକୁ ପ୍ରଶଂସା କରିଛନ୍ତି ମୋହନା ତହସିଲଦାର । ଏନେଇ ତହସିଲଦାରଙ୍କ ପକ୍ଷରୁ ଟ୍ବିଟରରେ ଉଲ୍ଲେଖ କରାଯାଇଛି ।

ମୋହନା ତହସିଲଦାରଙ୍କ ପକ୍ଷରୁ ଟ୍ବିଟରରେ ଲେଖାଯାଇଛି, ଅଡବା ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନର ବାସିନ୍ଦାମାନେ ନିଜ ଘର ଏବଂ ଦୋକାନକୁ ବ୍ୟାରିକେଡ୍ କରି ମହାମାରୀ ବିରୁଦ୍ଧରେ ଲଢିବାରେ ନିଜକୁ ଦୃଢ କରିଛନ୍ତି । ଏହା ଆମର ଦୃଢତା ଓ ପ୍ରତିବଦ୍ଧତାକୁ ଆହୁରି ମଜଭୁତ କରିଛି ବୋଲି ତହସିଲଦାରଙ୍କ ପକ୍ଷରୁ କୁହାଯାଇଛି ।

ସଂକ୍ରମଣ ଭୟ, ନିଜନିଜ ଘର ଆଗରେ ବ୍ୟାରିକେଡ କଲେ ଗ୍ରାମବାସୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 24, 2020, 5:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.