ETV Bharat / state

କାଠ ବୋଝେଇ ମିନି ଟ୍ରକ ଜବତ, ଜଣେ ଅଟକ

କାଠ ବୋଝେଇ ମିନିଟ୍ରକ ଜବତ । ଜଣଙ୍କୁ ଅଟକ ରଖିଛି ବନବିଭାଗ , ଅଧିକ ତଦନ୍ତ ଜାରି । ଅଧିକ ପଢନ୍ତୁ....

wood seized in dhenkanal
କାଠ ବୋଝେଇ ମିନି ଟ୍ରକ ଜବତ, ଜଣେ ଅଟକ
author img

By

Published : Nov 11, 2020, 12:46 PM IST

ଢେଙ୍କାନାଳ: କାଠ ବୋଝେଇ ମିନିଟ୍ରକ ଜବତ । ଏହାସହ ଜଣଙ୍କୁ ଅଟକ ରଖିଛି ବନବିଭାଗ । କାଠର ଆନୁମାନିକ ମୁଲ୍ୟ ଲକ୍ଷାଧିକ ଟଙ୍କାର ହେବ ବନ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ, ବିଳମ୍ବତ ରାତିରେ କାମାକ୍ଷାନଗର ପୁର୍ବାଞ୍ଚଳ ରେଞ୍ଜ ବନ କର୍ମଚାରୀ ପାଟ୍ରୋଲିଂ କରୁଥିବା ସମୟରେ ଏକ କାଠ ବୋଝେଇ ଗାଡିକୁ ପିଛା କରି ଅଟକାଇ ଥିଲେ ।

କାଠ ବୋଝେଇ ମିନି ଟ୍ରକ ଜବତ, ଜଣେ ଅଟକ

କର୍ମଚାରୀଙ୍କୁ ଦେଖି ଗାଡିରେ ଥିବା 2 ଜଣ ଚମ୍ପଟ ମାରିଥିବା ବେଳେ ଚାଳକୁ ଅଟକ ରଖିଥିଲେ ବନ କର୍ମଚାରୀ । ଚାଳକ ଜଣଙ୍କ ଗଁଦିଆ ମନ୍ଦାର ଗାଁର ଅଜୟ ତରେଇ ବୋଲି ଜଣାପଡିଛି। ଦିର୍ଘଦିନ ହେବ ଏ ଅଞ୍ଚଳରୁ କାଠ ଚୋରାଚାଲାଣ ହେଉଥିବା ଅଭିଯୋଗ ହେଉଥିଲା। କାଠଗୁଡିକ କାମାକ୍ଷାନଗର ପୁର୍ବାଞ୍ଚଳ ରେଞ୍ଜରୁ ଚୋରାଚାଲାଣ ହୋଇ ବାହାର ଜିଲ୍ଲାକୁ ଯାଉଥିଲା ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.