ETV Bharat / state

ଜଳବନ୍ଦୀ ସମସ୍ୟା ନେଇ ବିଜେପିର ବିକ୍ଷୋଭ

ବର୍ଷାଦିନରେ କଟକର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଯାଇଛି । ଏହାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Jul 6, 2019, 6:07 PM IST

କଟକ: ଜଳବନ୍ଦୀ ସମସ୍ୟାରେ ଉବୁଟୁବୁ ହେଉଛି କଟକ ସହର । ପ୍ରଶାସନର ସବୁ ଯୋଜନା ଏଠାରେ ଫେଲ ମାରିଛି । । ଏହାର ପ୍ରତିବାଦରେ ସିଏମସି କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି ।

ସହରରେ ଜଳବନ୍ଦୀ ସମସ୍ୟା ନ ଉପୁଜିବା ପାଇଁ ଅନେକ ଯୋଜନା ହାତକୁ ନେଇଛନ୍ତି ସିଏମସି ଓ ସ୍ଥାନୀୟ ବିଧାୟକ । ତେବେ ଏହି ଯୋଜନା ସମୂହ ଧୂଆଁବାଣ ପରି ପ୍ରତୀତ ହେଉଛି । ଯଦି ଆଗାମୀ ଦିନରେ ଏହିପରି ସମସ୍ୟା ଲାଗିରହେ, ତେବେ ପରିସ୍ଥିତି ଭୟାବହ ହେବ ବୋଲି ବିଜେପି ସ୍ପଷ୍ଟ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନାଯୋଗ୍ୟ, ସହରର ଅନେକ ତଳିଆ ଅଞ୍ଚଳ ଯଥା- ପଟାପୋଲ, ସୂତାହାଟ, ରକ୍ସିଲେନ ଆଦି ଅଞ୍ଚଳରେ ପାଣି ଜମା ହୋଇ ରହୁଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ବଢୁଛି ଜଳବନ୍ଦୀ ସମସ୍ୟା । ସବୁ ଯୋଜନା ଯାଉଛି ଧୋଇ । କେତେ ବୈଠକ ପରେ ମଧ୍ୟ କଟକ ସ୍ଥିତି ଯେଉଁ ଚାଉର କୁ ସେଇ ଚାଉର । ତେବେ ଏହାରି ପ୍ରତିବାଦ ରେ ସିଏମସି କାର୍ଯ୍ୟାଳୟ ସମ୍ନା ରେ ବିକ୍ଷୋବ ପ୍ରଦର୍ଶନ କରିଛି ବିଜେପି ।

ସହର ରେ ଜଳବନ୍ଦୀ ସମସ୍ୟା ନ ଉପୁଜିବା ପାଇଁ ଅନେକ ଯୋଜନା ହାତକୁ ନେଇଛନ୍ତି ସିଏମସି ଓ ସ୍ଥାନୀୟ ବିଧାୟକ । ତେବେ ଏହି ଯୋଜନା ସମୂହ ଧୂଆଁବାଣ ପରି ପ୍ରତିତ ହେଉଛି । ତେବେ ଆଗାମୀ ଦିନରେ ଯଦି ଏହିପରି ସମସ୍ୟା ଲାଗିରହେ ତେବେ ପରିସ୍ଥିତି ଭୟାବହ ହେବାନଇ ସ୍ପଷ୍ଟ କରିଛି ବିଜେପି ।

ସୂଚନାଯୋଗ୍ୟ , ସହର ର ଅନେକ ତଳିଆ ଅଞ୍ଚଳ ଯେପରି ପଟାପୋଲ , ସୂତାହାଟ , ରକ୍ସିଲେନ ଆଦି ଅଞ୍ଚଳ ରେ ପାଣି ଜମାଟ ବନ୍ଧୁଚି । ଯାହାକୁ ନେଇ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧା ର ସମୁଖୀନ ହେଉଛନ୍ତି । Body:No needConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.