ETV Bharat / state

ଆଜାଦ ହିନ୍ଦ ଫୌଜ @75 - cuttack

75 ବର୍ଷରେ ପଦାର୍ପଣ କରିଛି ଆଜାଦ ହିନ୍ଦ ଫୌଜ । ଏହି ଅବସରରେ ସୋମବାର ହାୱଡାରୁ ଏକ ବାଇକ ରାଲି ଯୋଗେ କଟକ ଓଡିଆ ବଜାରରେ ଆସି ପହଞ୍ଚିଛନ୍ତି ହାୱଡା ସଂସ୍କୃତି ଉନ୍ନୟନ ସମିତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Oct 22, 2019, 4:38 AM IST

କଟକ: 75 ବର୍ଷରେ ପଦାର୍ପଣ କରିଛି ଆଜାଦ ହିନ୍ଦ ଫୌଜ । ଏହି ଅବସରରେ ସୋମବାର ହାୱଡାରୁ ଏକ ବାଇକ ରାଲି ଯୋଗେ କଟକ ଓଡିଆ ବଜାରରେ ଆସି ପହଞ୍ଚିଛନ୍ତି ହାୱଡା ସଂସ୍କୃତି ଉନ୍ନୟନ ସମିତି । ଓଡିଆ ବଡାରରେ ଥିବା ନେତାଜୀ ସଂଗ୍ରହାଳୟରେ ପହଞ୍ଚି ସମସ୍ତ ସଦସ୍ୟମାନେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ହାୱଡା ସଂସ୍କୃତି ଉନ୍ନୟନ ସମିତି ପକ୍ଷରୁ ଆୟୋଜିତ ହୋଇଥିବା ଏହି ଶୋଭାଯାତ୍ରାରେ ସଂଗଠନର ସଭାପତି ସୁକାନ୍ତ ଘୋଷଙ୍କ ନେତୃତ୍ବରେ ପ୍ରାୟ ଶହେରୁ ଅଧିକ ବାଇକ ସାମିଲ ହୋଇଥିଲେ। ହାୱଡାରୁ କଟକ ଆସିବା ପାଇଁ ସେମାନଙ୍କୁ ଦୁଇ ଦିନ ସମୟ ଲାଗିଥିଲା। ଏହି ଅବସରରେ ନେତାଜୀଙ୍କ ଜନ୍ମସ୍ଥାନରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇ ବାଇକ ରାଲିରେ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଆଜାଦହିନ୍ଦ ଫୌଜକୁ ୭୫ ବର୍ଷ ପୂରଣ ହେବା ଅବସରରେ ଆଜି ହାୱାର୍ଡ ରୁ ଏକ ବାଇକ ରାଲି କଟକ ଓଡ଼ିଆବଜ଼ାର ରେ ଥିବା ନେତାଜୀ ସଂଗ୍ରହାଳୟ ରେ ପହଞ୍ଚି ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।ହାୱାର୍ଡ ସଂସ୍କୃତି ଉନୟନ ସମିତି ପକ୍ଷରୁ ଏହି ଶୋଭାଯାତ୍ରା କରାଯାଇଥିଲା।ସଂଗଠନର ସଭାପତି ଶୁକାନ୍ତ ଘୋଷ ଙ୍କ ନେତୃତ୍ୱରେ ଶହେରୁ ଅଧିକ ବାଇକ ଏହି ଶୋଭାଯାତ୍ରା ରେ ସାମିଲ ହୋଇଥିଲେ।ହାୱାର୍ଡରୁ କଟକ ଆସିବା ପାଇଁ ଦୁଇ ଦିନ ସମୟ ଲାଗିଥିଲା।ଏହି ଅବସରରେ ନେତାଜୀଙ୍କ ଜନ୍ମ ସ୍ଥାନରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇ ବାଇକ ରାଲିରେ ସାମିଲ ହୋଇଥିବା ସମସ୍ତ ସଦସ୍ୟ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ବାଇଟ - ଶୁକାନ୍ତ ଘୋଷ, ସଭାପତି,ହାୱାର୍ଡ ସଂସ୍କୃତି ଉନୟନ ମଞ୍ଚ।
ବାଇଟ - ଗିରିବାଳା ବେହେରା,ପୂର୍ବତନ କର୍ପୋରେଟର।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.