ETV Bharat / state

କୋରୋନା ରୋଗୀଙ୍କୁ ନିମ୍ନମାନର ଖାଦ୍ଯ ଦିଆଯାଉଥିବା ଅଭିଯୋଗ

କୋରୋନା ରୋଗୀଙ୍କୁ ନିମ୍ନମାନର ଖାଦ୍ଯ ଦିଆଯାଉଥିବା ଅଭିଯୋଗ । ବୌଦ୍ଧରୁ ଆସିଛି ଅଭିଯୋଗ । ଅଧିକ ପଢନ୍ତୁ...

low quality food provided to covid patients in boudh
କୋରୋନା ରୋଗୀଙ୍କୁ ନିମ୍ନମାନର ଖାଦ୍ଯ ଦିଆଯାଉଥିବା ଅଭିଯୋଗ
author img

By

Published : May 6, 2021, 1:01 PM IST

ବୌଦ୍ଧ : ବଢିବାରେ ଲାଗିଛି କରୋନା ସଂକ୍ରମଣ । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଗୁରୁବାର 250 ଜଣ ଆକ୍ରାନ୍ତ ଚିହ୍ନଟ ପରେ ସାଧାରଣ ଲୋକେ ଆତଙ୍କିତ ହୋଇପଡିଛନ୍ତି । ପ୍ରଶାସନ ପକ୍ଷରୁ ବିଭିନ୍ନ ସଂକ୍ରମିତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଉଥିଲେ ମଧ୍ୟ ଅନେକ ଅମାନିଆଙ୍କ ଯୋଗୁଁ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଉଛି ।

କୋରୋନା ରୋଗୀଙ୍କୁ ନିମ୍ନମାନର ଖାଦ୍ଯ ଦିଆଯାଉଥିବା ଅଭିଯୋଗ

ଜିଲ୍ଲା ପୋଲିସ ମନମୁଣ୍ଡା, ଚାରିଛକ ଓ ବୌଦ୍ଧ ମହାନଦୀ ସେତୁଛକ ନିକଟରେ ଚେକପୋଷ୍ଟ କରି ବ୍ଲକିଂ ଓ ଚେକିଂ କୁ ଯୋରଦାର କରାଯାଇଛି । ସେହିପରି ଆଜିଠାରୁ ପୋଲିସ ଅମାନିଆଙ୍କ ଉପରେ କଠୋର ପଦକ୍ଷେପ ନେବା ଆରମ୍ଭ କରିଛି । ସେପଟେ ଜିଲ୍ଲାର ଟୀକାକରଣ କେନ୍ଦ୍ରରେ ଟିକାର ଅଭାବ ଯୋଗୁଁ ଟୀକାକରଣ କାର୍ଯ୍ୟକ୍ରମ ବନ୍ଦ ରହିଛି । କୋଭିଡ ସେଣ୍ଟରରେ ରୋଗୀଙ୍କୁ ଉପଯୁକ୍ତ ମାନର ଖାଦ୍ୟ ଓ ଠିକ ସମୟରେ ଖାଦ୍ୟ ପ୍ରଦାନ କରାଯାଉନଥିବା ଅଭିଯୋଗ ହୋଇଛି । ଏ ଘଟଣା ନେଇ ସିଡିଏମଓ ମଧ୍ଯ ପ୍ରତିକ୍ରିୟା ରଖିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.