ETV Bharat / state

ଜାଣନ୍ତୁ କିପରି ରହିଛି ବୌଦ୍ଧଗଡର ନିଆରା ରଥ ପରମ୍ପରା

ବୌଦ୍ଧ ଗଡଜାତର ଏକ ସ୍ବତନ୍ତ୍ର ପରିଚୟ ଭାବେ ଜଣା ମହାପ୍ରଭୁଙ୍କର ଏହି ବେଶ ପରମ୍ପରା । ତେବେ ବାହୁଡା ଯାତ୍ରା ଓ ମହାବାହୁଙ୍କର ସୁନାବେଶକୁ ନେଇ କିପରି ରହିଛି ଭକ୍ତଙ୍କ ପ୍ରତିକ୍ରିୟା ତାହା ପଚାରି ବୁଝିଥିଲା ଆମ ଟିମ୍‌ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Jul 12, 2019, 6:37 AM IST

ବୌଦ୍ଧ: ସରିଛି ମହାପ୍ରଭୁଙ୍କର ନବଦିନାତ୍ମକ ଯାତ୍ରା, ଘୋଷଯାତ୍ରା । ମାଉସୀଘରେ ନିଜ ବେଶ ପରମ୍ପରା ସାରି ଏବେ ଘରମୁହାଁ ଶ୍ରୀଜିଉ । ତେବେ ବୌଦ୍ଧ ଗଡଜାତର ଏକ ସ୍ବତନ୍ତ୍ର ପରିଚୟ ଭାବେ ଜଣା ମହାପ୍ରଭୁଙ୍କର ଏହି ବେଶ ପରମ୍ପରା । ତେବେ ବାହୁଡା ଯାତ୍ରା ଓ ମହାବାହୁଙ୍କର ସୁନାବେଶକୁ ନେଇ କିପରି ରହିଛି ଭକ୍ତଙ୍କ ପ୍ରତିକ୍ରିୟା ତାହା ପଚାରି ବୁଝିଥିଲା ଆମ ଟିମ୍‌ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବର୍ଷକୁ ଥରେ ମହାପ୍ରଭୁ ରତ୍ନବେଦୀରୁ ବାହାରୁ ଭକ୍ତଙ୍କୁ ଦର୍ଶନ ଦେବାର ଏହେଉଛି ଅପୂର୍ବ ମୂହୂର୍ତ୍ତ । ଏହି ନବଦିନାତ୍ମକ ଯାତ୍ରାରେ ଭକ୍ତ ଓ ଭଗବାନଙ୍କର ହୋଇଥାଏ ଅପୂର୍ବ ମିଳନ । ମହାପ୍ରଭୁଙ୍କୁ ଏପରି ଲୀଳାଖେଳା ସ୍ବଚକ୍ଷୁରେ ଦେଖିପାରିବାରୁ ଭକ୍ତ ନିଜକୁ ଭାଗ୍ୟବାନ ମନେ କରୁଛି ।

ତେଣେ ବୌଦ୍ଧରେ ସ୍ବତନ୍ତ୍ର ପ୍ରକ୍ରିୟାରେ ରଥ ନିର୍ମାଣ ହେବା ସହ ବିଗ୍ରହ ଚନ୍ଦନ କାଠରେ ନିର୍ମିତ ହୋଇଥାଆନ୍ତି । ନିଆରା ଏହି ପରମ୍ପରା ସହରକୁ ଭିନ୍ନ ଏକ ପରିଚୟ ଯୋଗାଇବା ସହ ସୃଷ୍ଟି କରିଛି ନିଆରା ପ୍ରଥା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.