ETV Bharat / state

ସୋମବାର ବରଗଡ ଜିଲ୍ଲାରୁ ୧୭୬ କୋରୋନା ଆକ୍ରାନ୍ତ

ଜିଲାରେ ଲଗାତାର ୭ ଦିନ ହେଲା କରୋନା ସଙ୍କ୍ରମିତଙ୍କ ସଂଖ୍ୟା ପ୍ରତିଦିନ ୧୦୦ ରୁ ଅଧିକ ଚିହ୍ନଟ ହେଉଥିବା ବେଳେ ସର୍ବାଧିକ ୩୯୬ କୁ ଛୁଇଛି । ଅଧିକ ପଢନ୍ତୁ..

ସୋମବାର ବରଗଡ ଜିଲ୍ଲାରୁ ୧୭୬ କୋରୋନା  ଆକ୍ରାନ୍ତ
ସୋମବାର ବରଗଡ ଜିଲ୍ଲାରୁ ୧୭୬ କୋରୋନା ଆକ୍ରାନ୍ତ
author img

By

Published : Sep 7, 2020, 8:16 PM IST

ବରଗଡ: ଜିଲାରେ ଲଗାତାର ୭ ଦିନ ହେଲା କରୋନା ସଙ୍କ୍ରମିତଙ୍କ ସଂଖ୍ୟା ପ୍ରତିଦିନ ୧୦୦ ରୁ ଅଧିକ ଚିହ୍ନଟ ହେଉଥିବା ବେଳେ ସର୍ବାଧିକ ୩୯୬ କୁ ଛୁଇଁଛି । ତେବେ ସୋମବାର ଲଗାତାର ଅଷ୍ଟମ ଦିନରେ ମଧ୍ୟ ୧୭୬ ଜଣ ସଂକ୍ରମିତ ଜିଲ୍ଲାରେ ଚିହ୍ନଟ ହେବାପରେ ସମୁଦାୟ ସଂକ୍ରମଣ ସଂଖ୍ୟା ୩୬୦୦ କୁ ପହଞ୍ଚିଛି ଯାହା ସହରବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

ସୋମବାର ବରଗଡ ଜିଲ୍ଲାରୁ ୧୭୬ କୋରୋନା  ଆକ୍ରାନ୍ତ
ସୋମବାର ବରଗଡ ଜିଲ୍ଲାରୁ ୧୭୬ କୋରୋନା ଆକ୍ରାନ୍ତ

ତେବେ ଜିଲ୍ଲାର 176 ସଙ୍କ୍ରମିତଙ୍କ ମଧ୍ୟରୁ କେବଳ ବରଗଡ ମ୍ୟୁନିସପାଲିଟି ଅଞ୍ଚଳରେ ହିଁ 72 ଜଣ ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ବରଗଡ ବ୍ଲକରେ 16 ଜଣ । ତେବେ ବରଗଡ ସହରରେ ଏତେ ସଂଖ୍ୟାରେ ବଢିଚାଲିଥିବା କରୋନା ଆକ୍ରାନ୍ତ ପାଇଁ ଲୋକେ ଭୟଭୀତ ହୋଇପଡିଛନ୍ତି । ଦୋକାନ ବଜାର ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ କୌଣସି ନିର୍ଦେଶ ଦେଇନଥିଲେ ମଧ୍ୟ ବରଗଡରେ ସନ୍ଧ୍ୟା 6 ଟା ପରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି ବଣିକ ସଂଘ ନିଜେ ନିଷ୍ପତ୍ତି ନେଇଛି | ତେବେ ଜିଲ୍ଲାରେ ଆଜି ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା 3600 କୁ ପହଞ୍ଚିଥିବା ଜିଲା ସୂଚନା ଅଧିକାରୀ କଲ୍ୟାଣୀ ଦାସ ଜଣାଇଛନ୍ତି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.