ETV Bharat / state

10 ଫୁଟିଆ ଅଜଗର ଉଦ୍ଧାର

ବାଲେଶ୍ବରର ନୀଳଗିରି ଅଞ୍ଚଳରୁ ଏକ 10 ଫୁଟିଆ ଅଜଗର ଉଦ୍ଧାର କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Jul 17, 2019, 10:16 AM IST

Updated : Jul 17, 2019, 5:00 PM IST

ବାଲେଶ୍ଵର: ନୀଳଗିରି ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଜଣଙ୍କ ଘରୁ ଏକ ଅଜଗର ଉଦ୍ଧାର କରାଯାଇଛି । ସାପଟିର ଲମ୍ବ ପ୍ରାୟ 10 ଫୁଟ ବୋଲି ଅନୁମାନ କରାଯାଉଛି । ଉଦ୍ଧାର ଅଜଗରକୁ ନିକଟସ୍ଥ ପଞ୍ଚଲିଙ୍ଗେଶ୍ବର ଜଙ୍ଗଲରେ ଛଡାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାନୁସାରେ, ନୀଳଗିରି ଉପଖଣ୍ଡ ଅଧୀନ କାଣ୍ଡଗରଡି ଗ୍ରାମର ଜୟନ୍ତ ଦାସଙ୍କ ଘରେ ଏକ ଅଜଗର ସାପକୁ ଦେଖି ପରିବାର ଲୋକେ ଭୟଭୀତ ହୋଇଯାଇଥିଲେ । ବନ ବିଭାଗକୁ ଖବର ଦେବାପରେ ନୀଳଗିରିର ଟୁରିଷ୍ଟ ଗାଇଡ଼ ମନୋରଞ୍ଜନ ଦାସଙ୍କ ସହିତ ବନବିଭାଗର କର୍ମଚାରୀ ସାପଟିକୁ ଉଦ୍ଧାର କରିଥିଲେ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:Conclusion:
Last Updated : Jul 17, 2019, 5:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.