ETV Bharat / state

ପିଠାହୋତାରେ ହାତୀ ଉପଦ୍ରବ, ଅଳ୍ପକେ ବର୍ତ୍ତିଲେ ବୃଦ୍ଧ ଦମ୍ପତି

ଗତକାଲି ରାତିରେ ଏକ ଦନ୍ତାହାତୀ ପିଠାହୋତା ଗ୍ରାମରେ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Jun 24, 2019, 1:25 PM IST

ବାଲେଶ୍ଵର: ନୀଳଗିରିର ଝରଣାଘାଟି ଜଙ୍ଗଲ ପାଖ ପିଠାହୋତା ଗ୍ରାମରେ ହାତୀ ଉପଦ୍ରବ ଦେଖାଯାଇଛି । ଗତକାଲି ରାତିରେ ଏକ ଦନ୍ତା ହାତୀ ଗ୍ରାମରେ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ରାତି ଅଧରେ ପିଠାହୋତା ଗାଁରେ ପଶିବା ସହ ଲୋକଙ୍କ ବାଡ଼ିର ଗଛ ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କରିଛି । ହାତୀ ଭୟରେ ଘରଦ୍ୱାର ଛାଡି ଗାଁ ଲୋକେ ଏକତ୍ରିତ ହୋଇ ଜଗି ରହିଛନ୍ତି । କିଏ ଛାତ ଉପରେ ତ କିଏ ଗଛ ମୂଳରେ ଆଶ୍ରୟ ନେଇଥିବା ଜଣାପଡ଼ିଛି।

ଗ୍ରାମର ରତିକାନ୍ତ ନାୟକଙ୍କ ଘର ଭିତରକୁ ଦନ୍ତା ହାତୀଟି ପ୍ରବେଶ କରିବାରୁ ଘରେ ଥିବା ବୃଦ୍ଧ ଦମ୍ପତି ହାତୀ ମୁହଁରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଗାଁ ଲୋକେ ହାତୀଟିକୁ ଘଉଡେଇବାକୁ ବନ ବିଭାଗକୁ ଦାବି କରିଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ଵର ଜିଲ୍ଲା ନୀଳଗିରି କୂଳଡ଼ିିହା ବନ ବିଭାଗ ରେଞ୍ଜ ଅଧିନ ଝରଣାଘାଟି ଫରେଷ୍ଟ ନିକଟ ପିଠାହୋତା ଗ୍ରାମରେ ଗତକାଲି ରାତିରେ ଏକ ଦନ୍ତା ହାତୀ ପ୍ରବେଶ କରି ଉପଦ୍ରବ କରିଥିବା ଜଣାପଡ଼ିଛି।

Body:ରାତିଅଧରେ ପୀଠାହତା ଗାଁରେ ପଶି ତାଣ୍ଡବ ରଚିଥିବା ଜଣାପଡିଛି। ଗାଁରେ ଲୋକଙ୍କ ବାଡ଼ିରେ ବହୁ ଗଛ ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କରିଥିବାର ସୂଚନା ମିଳିଛି। ହାତୀ ଭୟରେ ଘରଦ୍ୱାର ଛାଡି ଗାଁ ଲୋକେ ଏକତ୍ରିତ ହୋଇ ଜଗିବା ସହ କିଏ ଛାତ ଉପରେ ତ କିଏ ଗଛ ମୂଳରେ ଆଶ୍ରୟ ନେଇଥିବା ଜଣା ପଡ଼ିଛି।

Conclusion:ତେବେ ଗ୍ରାମରେ ରତିକାନ୍ତ ନାୟକ ଙ୍କ ଘର ଭିତରକୁ ଦନ୍ତା ହାତୀଟି ପ୍ରବେଶ କରିଯିବାରୁ ଅଳ୍ପକେ ହାତୀ ମୁହଁରୁ ବର୍ତ୍ତିଛନ୍ତି ବୃଦ୍ଧ ଦମ୍ପତି। ବନ ବିଭାଗ ପକ୍ଷରୁ ହାତୀଟିକୁ ଘଉଡେଇବା କୁ ଦାବି କରିଛନ୍ତି ଗାଁ ଲୋକେ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.