ETV Bharat / state

ବାଲେଶ୍ବରରେ ବିଭିନ୍ନ ସ୍ଥାନରେ ଚଢାଉ; ବିପୁଳ ମଦ ଜବତ, 2 ଗିରଫ

ଅବକାରୀ ମୋବାଇଲ ୟୁନିଟର ବିଭିନ୍ନ ସ୍ଥାନରେ ଚଢାଉ । ବିପୁଳ ମଦ ଜବତ । 2 ଗିରଫ । ଗିରଫ ଦୁଇ ଜଣ ହେଲେ ଗୁରୁବା ସିଂ ଓ ଅବିନାଶ ବେହେରା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Sep 6, 2019, 9:17 PM IST

ବାଲେଶ୍ଵର: ଅବକାରୀ ମୋବାଇଲ ୟୁନିଟର ବିଭିନ୍ନ ସ୍ଥାନରେ ଚଢାଉ । ବିପୁଳ ମଦ ଜବତ । 2 ଗିରଫ । ଗିରଫ ଦୁଇ ଜଣ ହେଲେ ଗୁରୁବା ସିଂ ଓ ଅବିନାଶ ବେହେରା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁଯାୟୀ, କାରରେ ଗୁରୁବା 5ଶହ ଲିଟର ଦେଶୀମଦ ନେଇ ଭଦ୍ରକ ଯାଉଥିଲେ। ସିମୁଳିଆ ଥାନା ମଇତାପୁର ନିକଟରେ ଅବକାରୀ ବିଭାଗ ଚଢାଉ କରି କାର ଓ ମଦ ଜବତ କରିବା ସହ ତାଙ୍କୁ ଗିରଫ କରିଥିଲା।

ସେହିପରି ହଳଦୀପଦାର ଏକ ଢାବା ନିକଟରୁ ଅବିନାଶଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ସାଢେ 6 ଲିଟର ବିୟର ଓ 2 ଲିଟରରୁ ଅଧିକ ଦେଶୀ-ବିଦେଶୀ ମଦ ଜବତ କରିଥିଲା ଅବକାରୀ ବିଭାଗ। ଏନେଇ ଦୁଇଟି ପୃଥକ ମାମଲା ରୁଜୁ କରଯାଇ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ଵର ସଦର ଅବକାରୀ ମୋବାଇଲ ୟୁନିଟ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ମଦ ଓ କାର ଜବତ କରିବା ସହ 2ଜଣଙ୍କୁ ଗିରଫ କରାଯାଇଛି।

Body:ମଦ କାରବାରରେ ସାମିଲ ଥିବା ଗୁରୁବା ସିଂ ଓ ଅବିନାଶ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏକ ୱାଗନର କାରରେ ଗୁରୁବା 5ଶହ ଲିଟର ଦେଶୀମଦ ନେଇ ଭଦ୍ରକ ଯାଉଥିଲେ। ସିମୁଳିଆ ଥାନା ମଇତାପୁର ନିକଟରେ ଅବକାରୀ ବିଭାଗ ଚଢ଼ାଉ କରି କାର ଓ ମଦ ସହ ତାଙ୍କୁ ଗିରଫ କରିଥିଲା।

Conclusion:ସେହିପରି ହଳଦୀପଦାର ଏକ ଢ଼ାବା ନିକଟରୁ ଅବିନାଶଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ସାଢେ 6 ଲିଟର ବିୟର ଓ 2 ଲିଟରରୁ ଉର୍ଧ୍ଵ ଦେଶୀ ବିଦେଶୀ ମଦ ଜବତ କରିଥିଲା ଅବକାରୀ ବିଭାଗ। ଏନେଇ ଦୁଇଟି ପୃଥକ ମାମଲା ରୁଜୁ କରଯାଇ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.