ETV Bharat / state

ସିରିଜ ଦୁର୍ଘଟଣା: ଜଣେ ମୃତ, 3 ଟ୍ରକ କ୍ଷତିଗ୍ରସ୍ତ

ସିମୁଳିଆ ଥାନା 16 ନମ୍ବର ଜାତୀୟ ରାଜପଥ ଭଗିଆ ଛକ ନିକଟରେ ସିରିଜ ଦୁର୍ଘଟଣା। 3ଟି ଟ୍ରକ ପରସ୍ପରକୁ ଧକ୍କା ଲାଗିବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି।

ଫଟୋ ସୌଜନ୍ୟ : ସମ୍ବାଦଦାତା, ବାଲେଶ୍ବର
author img

By

Published : Feb 11, 2019, 12:28 PM IST

ବାଲେଶ୍ଵର: ଜିଲ୍ଲାର ସିମୁଳିଆ ଥାନା 16 ନମ୍ବର ଜାତୀୟ ରାଜପଥ ଭଗିଆ ଛକ ନିକଟରେ ସିରିଜ ଦୁର୍ଘଟଣା। 3ଟି ଟ୍ରକ ପରସ୍ପରକୁ ଧକ୍କା ଲାଗିବା ଫଳରେ ଜଣକର ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ, ଭଗିଆ ଛକ ନିକଟରେ ଛିଡ଼ା ହୋଇଥିବା ଏକ କୋଇଲା ବୋଝେଇ ଟ୍ରକକୁ ଅନ୍ୟ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଶକ୍ତିଶାଳୀ ଥିଲା ଯେ କୋଇଲା ବୋଝେଇ ଟ୍ରକଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଫଳରେ ଏହାର ଚାଳକ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲା ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ବାଲେଶ୍ବର
undefined

ପରେ ଦୁର୍ଘଟଣାଗ୍ରସ୍ତ ଅନ୍ୟଟ୍ରକଟି ଦୁର୍ଘଟଣା ପରେ ରାସ୍ତା ଉପରେ ଛିଡ଼ା ହୋଇଯିବାରୁ ଘନ କୁହୁଡ଼ି ଯୋଗୁଁ ପଛରେ ଆସୁଥିବା ଅନ୍ୟ ଏକ ଟ୍ରକ ଉକ୍ତ ଟ୍ରକକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ପରେ ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ ହୋଇଯାଇଥିଲା ।
ଏ ସମ୍ପର୍କରେ ସୂଚନା ପାଇଁ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

ସିରିଜ ଦୁର୍ଘଟଣା: ଜଣେ ମୃତ, 3 ଟ୍ରକ କ୍ଷତିଗ୍ରସ୍ତ

ବାଲେଶ୍ଵର: ସିମୁଳିଆ ଥାନା 16 ନମ୍ବର ଜାତୀୟ ରାଜପଥ ଭଗିଆ ଛକ ନିକଟରେ ସିରିଜ ଦୁର୍ଘଟଣା । 3ଟି ଟ୍ରକ ପରସ୍ପରକୁ ଧକ୍କା ଲାଗିବା ଫଳରେ ଜଣକର ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ, ଭଗିଆ ଛକ ନିକଟରେ ଛିଡ଼ା ହୋଇଥିବା ଏକ କୋଇଲା ବୋଝେଇ ଟ୍ରକକୁ ଅନ୍ୟ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଶକ୍ତିଶାଳୀ ଥିଲା ଯେ କୋଇଲା ବୋଝେଇ ଟ୍ରକଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଫଳରେ ଏହାର ଚାଳକ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲା ।

ପରେ ଦୁର୍ଘଟଣାଗ୍ରସ୍ତ ଅନ୍ୟଟ୍ରକଟି ଦୁର୍ଘଟଣା ପରେ ରାସ୍ତା ଉପରେ ଛିଡ଼ା ହୋଇଯିବାରୁ ଘନ କୁହୁଡ଼ି ଯୋଗୁଁ ପଛରେ ଆସୁଥିବା ଅନ୍ୟ ଏକ ଟ୍ରକ ଉକ୍ତ ଟ୍ରକକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ପରେ ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ ହୋଇଯାଇଥିଲା ।

ଏ ସମ୍ପର୍କରେ ସୂଚନା ପାଇଁ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ନ୍ୟୁଜ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.