ETV Bharat / state

ବଲାଙ୍ଗୀର ପୁଅ ହାଇକୋର୍ଟର ବିଚାରପତି, ଜିଲ୍ଲାରେ ଖୁସିର ମାହୋଲ

author img

By

Published : Feb 8, 2020, 9:27 PM IST

ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି ବଲାଙ୍ଗୀରର ସଞ୍ଜୀବ ପାଣିଗ୍ରାହୀ । ଯାହାକୁ ନେଇ ସମଗ୍ର ଜିଲ୍ଲାରେ ଖୁସିର ମାହୋଲ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

sanjib panigrahi as high court judge
ବଲାଙ୍ଗୀରର ପୁଅ ହାଇକୋର୍ଟର ବିଚାରପତି, ଜିଲ୍ଲାରେ ଖୁସିରେ ମାହୋଲ

ବଲାଙ୍ଗୀର: ହାଇକୋର୍ଟର ବିଚାରପତି ଭାବେ ସଞ୍ଜୀବ ପାଣିଗ୍ରାହୀ ନିଯୁକ୍ତି ପାଇଛନ୍ତି । ଯାହାକୁ ନେଇ ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି । ପୂର୍ବରୁ ଅର୍ଥାତ ଅକ୍ଟୋବର 3 ତାରିଖ 2019ରେ ସୁପ୍ରିମକୋର୍ଟ କଲେଜିୟମ ତାଙ୍କ ନାଁ ହାଇକୋର୍ଟ ଜଜ ଭାବେ ସୁପାରିଶ କରିଥିଲେ । ଶୁକ୍ରବାର ତାଙ୍କର ନିଯୁକ୍ତି ନେଇ କେନ୍ଦ୍ରୀୟ ଆଇନ ମନ୍ତ୍ରଣାଳୟ ବିଧିବଦ୍ଧ ଘୋଷଣା କରିଥିଲେ ।

ବଲାଙ୍ଗୀରର ପୁଅ ହାଇକୋର୍ଟର ବିଚାରପତି, ଜିଲ୍ଲାରେ ଖୁସିରେ ମାହୋଲ

ଆସନ୍ତା ସୋମବାର ସେ ବିଧିବଦ୍ଧ ଭାବେ ଶପଥ ନେବେ । ଯାହାକୁ ନେଇ ଜିଲ୍ଲାରେ ଆନନ୍ଦର ଲହରି ଖେଳି ଯାଇଛି । ସଞ୍ଜୀବ ପାଣିଗ୍ରାହୀ ବଲାଙ୍ଗୀର ବାର ପୁରଗିଆ ଗାଁର ନିମାଇଁ ଚରଣ ପାଣିଗ୍ରାହୀ ପୁଅ । ସେ ଗାଁରେ ପ୍ରାଥମିକ ସ୍କୁଲରେ ପାଠ ପଢିବା ପରେ ଖୁଣ୍ଟ ପାଳି ଗାଁରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢିଥିଲେ ।

ପରେ ରାଜେନ୍ଦ୍ର କଲେଜରେ ପାଠ ପଢି ସମ୍ବଲପୁର ଆଇନ ବିଦ୍ୟାଳୟରେ ଏଲଏଲବି କରିବା ପରେ ବେଙ୍ଗାଲୁରୁରେ ଏଲଏଲଏମ କରିଛନ୍ତି । ବେଶ କିଛି ଦିନ ଓଡିଶା ହାଇକୋର୍ଟରେ ଓକିଲାତି କରିବା ପରେ ସୁପ୍ରିମକୋର୍ଟରେ ମଧ୍ୟ ଓକିଲାତି କରିଥିଲେ । ତେବେ ବର୍ତ୍ତମାନ ସେ ହାଇକୋର୍ଟ ବିଚାରପତି ଭାବରେ ଶପଥ ନେବେ । ବିଶେଷ କରି ବଲାଙ୍ଗୀର ଓକିଲ ସଂଘ ଏଥିରେ ଖୁସି ଥିବାବେଳେ ଏହା ଆମ ପାଇଁ ଗର୍ବ ବୋଲି କହିଛନ୍ତି ଜିଲ୍ଲାବାସୀ ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଙ୍ଗିରର ସଂଜୀବ ପାଣିଗ୍ରାହୀ ହାଇକୋର୍ଟ ଜଜ ଭାବରେ ନିଯୁକ୍ତି ପାଇଛନ୍ତି । ଯାହାକୁ ନେଇ ସର ବଲାଂଗୀର ଜିଲ୍ଲା ରେ ଖୁସିର ଲହରୀ ଖେଳିଯାଇଛି।

Body:ବଲାଙ୍ଗିରର ସଂଜୀବ ପାଣିଗ୍ରାହୀ ହାଇକୋର୍ଟ ଜଜ ଭାବରେ ନିଯୁକ୍ତି ପାଇଛନ୍ତି । ଯାହାକୁ ନେଇ ସାରା ବଲାଂଗୀର ଜିଲ୍ଲା ରେ ଖୁସିର ଲହରୀ ଖେଳିଯାଇଛି। ପୂର୍ବରୁ ଅର୍ଥାତ ଅକ୍ଟୋବର 3 ତାରିଖ 2019 ରେ ସୁପ୍ରିମ କୋର୍ଟ କଲେଜିୟମ ତାଙ୍କ ନାଁ ହାଇକୋର୍ଟ ଜଜ ଭାବରେ ସୁପାରିଶ କରିଥିଲେ। ଜାହାପରେ ଗତକାଲି ତାଙ୍କ ନିଯୁକ୍ତି ନେଇ କେନ୍ଦ୍ରୀୟ ଆଇନ ମନ୍ତ୍ରଣାଳୟ ବିଧିବଦ୍ଧ ଘୋଷଣା କରିଥିଲେ। ତେବେ ଆସନ୍ତା ସୋମବାର ସେ ଏଥିପାଇଁ ଶପଥ ନେବାର ଥିବା ବେଳେ ଏଠି ବେଶ ଉତ୍ସାହ ଦେଖିବାକୁ ମିଳିଛି। ସଂଜୀବ ପାଣିଗ୍ରାହୀ ବଲାଂଗୀର ବାର ପୁରଗିଆ ଗ୍ରାମର ନିମାଇଁ ଚରଣ ପାଣିଗ୍ରାହୀ ଓ ମନ୍ଦାକିନୀ ପାଣିଗ୍ରାହୀ ଙ୍କ ପୁଅ ଅଟନ୍ତି। ତେବେ ସେ ଗାଁରେ ନିଜ ପ୍ରାଥମିକ ପାଠ ପଢି ପରେ ପାଖ ଖୁଣ୍ଟ ପାଳି ଗ୍ରାମରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢିଥିଲେ । ଏବଂ ସେ ଏହାପରେ ବଲାଂଗୀର ରାଜେନ୍ଦ୍ର କଲେଜରେ ପାଠ ପଢି ସମ୍ବଲପୁର ଆଇନ ବିଦ୍ୟାଳୟରେ ଏଲ ଏଲ ବି କରିଥିଲେ । ଜାହାପରେ ସେ ବେଙ୍ଗଲୋର ଯାଇ ସେଠି ଏଲ ଏଲ ଏମ କରି ଥିଲେ । ଏବଂ କିଛି ଦିନ ଓଡିଶା ହାଇକୋର୍ଟ ରେ ଓକିଲାତି କରିବା ପରେ ସୁପ୍ରିମ କୋର୍ଟ ଯାଇ ସେଠି ଓକିଲାତି କରିଥିଲେ। ତେବେ ବର୍ତ୍ତମାନ ସେ ହାଇକୋର୍ଟ ଓଡ଼ିଶାର ଜଜ ଭାବରେ ଶପଥ ନେବେ । ଯାହାକୁ ଏଠି ତାଙ୍କ ଗାଁ ଠୁଁ ସହର ସବୁଠି ଉତ୍ସାହ ଖେଳିଯାଇଛି। ବିଶେଷ କରି ବଲାଂଗୀର ଓକିଲ ସଂଘ ଏଥିରେ ଖୁସି ଥିବା ବେଳେ ଏହା ଆମ ପାଇଁ ଗର୍ବ ବୋଲି କହିଛନ୍ତି ।
ବାଇଟ ଅମନ ନାଗ ସମ୍ପାଦକ ବଲାଂଗୀର ଓକିଲ ସଂଘ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.