ETV Bharat / state

ଆରମ୍ଭ ହେଲା ରାଜ୍ୟସ୍ତରୀୟ ବୋଇତ ବନ୍ଦାଣ ଉତ୍ସବ

4ଦିନ ବ୍ୟାପୀ ଚାଲିବ ୩୪ତମ ବୋଇତ ବନ୍ଦାଣ ଉତ୍ସବ। ଏହି ଅବସରରେ ବିଭନ୍ନ ସାଂସ୍କୃତିକ ପ୍ରତିଯୋଗୀତା ଆୟୋଜିତ ହେବ ।

anugul
author img

By

Published : Nov 9, 2019, 11:14 AM IST

ଅନୁଗୋଳ: ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ବୋଇତ ବନ୍ଦାଣ ଉତ୍ସବ। ସାଂସ୍କୃତିକ ଅନୁଷ୍ଠାନ କଳାକାର ଚଳିତ ଥର ୩୪ତମ ବୋଇତ ବନ୍ଦାଣ ଉତ୍ସବ ଆୟୋଜନ କରିଛି । ଆସନ୍ତା କାର୍ତ୍ତିକ ପୂର୍ଣିମା ପର୍ଯ୍ୟନ୍ତ ଚାଲିବ ଏହି ଉତ୍ସବ।

ଏହି ଅବସରରେ ବିଭନ୍ନ ସାଂସ୍କୃତିକ ପ୍ରତିଯୋଗୀତାମାନ ଆୟୋଜନ କରାଯିବ । 4ଦିନ ବ୍ୟାପୀ ହେବାକୁ ଥିବା ଏହି ଉତ୍ସବକୁ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ଓ ସଂସ୍କୃତିକ ଅଧିକାରୀ ଉଦ୍‌ଘାଟନ କରିଛନ୍ତି। ଶେଷ ସନ୍ଧ୍ୟାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ।

୩୪ତମ ବୋଇତ ବନ୍ଦାଣ ଉତ୍ସବ ଆରମ୍ଭ

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ବୋଇତ ବନ୍ଦାଣ ଉତ୍ସବ । ଚାରିଦିନ ଧରି ଚାଲିବ ବିଭିନ୍ନ ପ୍ରତିଯୋଗିତା ।Body:
ଅନୁଗୋଳ ରେ ଆରମ୍ଭ ହୋଇଛି ବୋଇତା ବନ୍ଦାଣ ଉତ୍ସବ । ସାଂସ୍କୃତିକ ଅନୁଷ୍ଠାନ କଳାକାର ଚଳିତ ଥର ୩୪ ତ୍ତମ ବୋଇତା ବନ୍ଦାଣ ଉତ୍ସବ ଆୟୋଜନ କରିଛି । ଆସନ୍ତା କାର୍ତିକ ପୁର୍ଣିମା ପର୍ଯ୍ୟନ୍ତ ଚାଲିବ ଏହି ଉତ୍ସବ । ଏହି ଅବସରରେ ବିଭନ୍ନ ସାଂସ୍କୃତିକ ପ୍ରତିଯୋଗୀତା ମାନ ଆୟୋଜନ କରାଜୀବ । ଚାରିଦିନ ବ୍ୟାପୀ ହେବାକୁ ଥିବା ଏହି ଏହି ଉତ୍ସବ କୁ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ଓ ସଂସ୍କୃତିକ ଅଧିକାରୀ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଛନ୍ତି ।
Byte - 1 ଭୁପେଶଚନ୍ଦ୍ର ପ୍ରଧାନ, ସଭାପତି କଳାକାରConclusion:ଶେଷ ସନ୍ଧ୍ୟାରେ ବୋଇତା ବନ୍ଦାଣ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ କୃତି ପ୍ରତି ଯୋଗୀଙ୍କୁ ପୁରସ୍କୃତ କରାଯିବ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.