ETV Bharat / state

ଡାକ୍ତରୀ ଛାତ୍ରଙ୍କ ନିଆରା ନିଶା, ଲୋକଙ୍କୁ ବାଣ୍ଟୁଛନ୍ତି କାଢା - medical student distribute free kadha

କୋରୋନା କାଳରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ନିଆରା ଚେଷ୍ଟା । କଲେଜ ବନ୍ଦ ଥିବା କାରଣରୁ ନିଜସ୍ବ ଉଦ୍ୟମରେ କାଢା ପ୍ରସ୍ତୁତ କରି ଲୋକଙ୍କୁ ମାଗଣାରେ ବାଣ୍ଟୁଛନ୍ତି । ଅଧିକ ପଢନ୍ତୁ...

ଡାକ୍ତରୀ ଛାତ୍ରଙ୍କ ନିଆରା ନିଶା, ଲୋକଙ୍କୁ ବାଣ୍ଟୁଛନ୍ତି କାଢା

author img

By

Published : Dec 7, 2020, 10:19 AM IST

Updated : Dec 7, 2020, 10:38 AM IST

ଅନୁଗୋଳ: ଡାକ୍ତରୀ ଛାତ୍ରଙ୍କ ନିଆରା ପ୍ରଚେଷ୍ଟା । କେବଳ ହସ୍ପିଟାଲରେ ନୁହେଁ ଲୋକଙ୍କ ସେବା ପାଇଁ ଭିନ୍ନ ଚେଷ୍ଟା କରିଛନ୍ତି ଅନୁଗୋଳର 3 ଡାକ୍ତରୀ ଛାତ୍ରଛାତ୍ରୀଙ୍କ। କୋରୋନା କାଳରେ ନିଜସ୍ବ ଉଦ୍ୟମରେ ଲୋକଙ୍କୁ ବାଣ୍ଟୁଛନ୍ତି କାଢା । ଖାଲି କାଢା ବାଣ୍ଟୁଛନ୍ତି ତାହା ନୁହେଁ କୋରୋନା ନେଇ ଲୋକଙ୍କୁ ସଚେତନ ମଧ୍ୟ କରାଉଛନ୍ତି । ଏମାନେ ହେଲେ ସୁନୀଲ ପ୍ରଧାନ, ସୁଦିପ୍ତା ପ୍ରଧାନ ଓ ବିଶ୍ଵଜିତ ଦାସ ।

ଡାକ୍ତରୀ ଛାତ୍ରଙ୍କ ନିଆରା ନିଶା, ଲୋକଙ୍କୁ ବାଣ୍ଟୁଛନ୍ତି କାଢା

ଏହି 3 ଡାକ୍ତରୀ ଛାତ୍ର କାଢା ଦ୍ବାରା କିଭଳି ରୋଗ ପ୍ରତିଷେଧକ ବୃଦ୍ଧି ହେବ । ଏହା ସେବନ ଦ୍ବାରା ଭାଇରାଲ ଜ୍ଵର ଠାରୁ କିଭଳି ମୁକ୍ତି ମିଳିବ ସେ ନେଇ ମଧ୍ୟ ସଚେତନତ କରାଉଛନ୍ତି । ଏପରିକି ଘରେ କିଭଳି କାଢା ପ୍ରସ୍ତୁତ କରିହେବ ସେ ପ୍ରଣାଳୀ ମଧ୍ୟ ଶିଖାଉଛନ୍ତି ଲୋକଙ୍କୁ । କୋଭିଡ ପାଇଁ କଲେଜ ବନ୍ଦ ଥିବାରୁ ନିଜସ୍ବ ଉଦ୍ୟମରେ ସେମାନେ ଜନସଚେତନତା ପାଇଁ ଏଭଳି ଏକ ପ୍ରୟାସ ଆରମ୍ଭ କରିଥିବା କହିଛନ୍ତି । ସେମାନଙ୍କ ଠାରୁ ଅନେକ ଲୋକ କାଢା ନେଉଥିବା ମଧ୍ୟ ଦେଖିବାକୁ ମିଳିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Dec 7, 2020, 10:38 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.