ETV Bharat / sports

ଭାରତୀୟ ଭାରୋତ୍ତଳନ ଫେଡେରେସନର ଚୀନ ଉପକରଣ ବର୍ଜନ - IWLF ସାାଧାରଣ ସମ୍ପାଦକ

ଭାରତୀୟ ଭାରୋତ୍ତେଳନ ଫେଡେରେସନ(IWLF)ର ବଡ ନିଷ୍ପତି । କୌଣସି ଚୀନ ନିର୍ମିତ ଉପକରଣର ବ୍ୟବହାର କରିବା ନାହିଁ ବୋଲି IWLF ସାାଧାରଣ ସମ୍ପାଦକ ସହଦେବ ଯାଦବ କହିଛନ୍ତି ।

IWLF decides not to use China-made equipment
ଭାରତୀୟ ଭାରଉତ୍ତୋଳନ ଫେଡେରେସନର ଚୀନ ଉପକରଣ ବର୍ଜନ
author img

By

Published : Jun 23, 2020, 5:46 PM IST

ନୂଆଦିଲ୍ଲୀ: ଭାରତୀୟ ଭାରୋତ୍ତଳନ ଫେଡେରେସନ(IWLF)ର ବଡ ନିଷ୍ପତି । କୌଣସି ଚୀନ ନିର୍ମିତ ଉପକରଣର ବ୍ୟବହାର କରିବା ନାହିଁ ବୋଲି IWLF ସାାଧାରଣ ସମ୍ପାଦକ ସହଦେବ ଯାଦବ କହିଛନ୍ତି ।

ଦେଶର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଛି । ଗତ କିଛି ଦିନ ଧରି ଚୀନ ସୀମାରେ ଯାହା ଘଟିଯାଇଛି, ଏହାକୁ ନେଇ ଦେଶତମାମ ଆକ୍ରୋଶ ଭରି ରହିଛି । ଚୀନ ଜିନିଷ ବର୍ଜନ ପାଇଁ ଦାବି ହେଉଛି । ବର୍ତ୍ତମାନ ଭାରତୀୟ ଭାରୋତ୍ତଳନ ଟିମ ପଟିଆଲାରେ ରହିଛି । ଯେତେଶୀଘ୍ର ସମ୍ଭବ ଚାଇନା ଉପକରଣକୁ ହଟାଇଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ସମ୍ପାଦକ ସହଦେବ ଯାଦବ କହିଛନ୍ତି ।

ଜୁନ 15ରେ ଭାରତ-ଚୀନ ସୀମା ଲଦାଖର ଗଲୱାନ ଉପତ୍ୟାକାରେ ଚୀନ ସେନାଙ୍କ ସହ ସଂଘର୍ଷରେ ଜଣେ କର୍ଣ୍ଣେଲଙ୍କ ସମେତ 20 ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ଚୀନର ମଧ୍ୟ 43 ଜଣ ଗୁରୁତ୍ବର ଆହତ ଓ ମୃତାହତ ହୋଇଥିଲା ସୂଚନା ମିଳିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.