ETV Bharat / sports

ସୋମବାର ଠାରୁ ଆରମ୍ଭ ହେବ ବିଗ ବାଉଟ, ନଜରରେ ମେରିକମ୍‌

author img

By

Published : Dec 2, 2019, 6:46 AM IST

ଆଜି ଠାରୁ ଆରମ୍ଭ ହେବ ବିଗ ବାଉଟ ଲିଗ । ସମସ୍ତଙ୍କ ନଜର ମେରିକମ୍‌ ଓ ସବିତାଙ୍କ ମୁକାବିଲା ଉପରେ ।

boxing
boxing

ହାଇଦ୍ରାବାଦ: ଡିସେମ୍ବର 2 ଅର୍ଥାତ୍‌ ଆଜି ଠାରୁ ଆରମ୍ଭ ହେବ ବିଗ ବାଉଟ ଲିଗ । ପ୍ରଥମ ମ୍ୟାଚ ଓଡିଶା ଓ୍ବାରିଅର୍ସ ଓ ପଞ୍ଜାବ ପାନ୍ଥର୍ସ ମଧ୍ୟରେ ଖେଳାଯିବ । ତେବେ ସମସ୍ତଙ୍କ ନଜର 6ଥର ବିଶ୍ବ ଚମ୍ପିଆନ ମେରିକମ୍‌ଙ୍କ ଉପରେ ରହିବ । ସେ ପଞ୍ଜାବ ପକ୍ଷରୁ ଖେଳିବେ ।

ତେବେ ତାଙ୍କ ବିପକ୍ଷରେ ଓଡିଶା ଓ୍ବାରିଅର୍ସର ସବିତା ଗୋଥରା ମୁକାବିଲା କରିବେ । ଏହା ବ୍ୟତୀତ ପଞ୍ଜାବ ଟିମ୍‌ର ମନୋଜ କୁମାରଙ୍କ ମୁକାବିଲା ଓଡିଶା ଓ୍ବାରିଅର୍ସର ଜେ.ରାଖମୋନୋବ ସହ ହେବ ।

ତେବେ ଆଜିର ମୁକାବିଲା ନେଇ ମେରିକମ କହିଛନ୍ତି ଯେ, ଚଳିତବର୍ଷ ବିଶ୍ବ ଚମ୍ପିଆନସିପ୍‌ରେ ଯାହା ହେଲା, ସେଥିରୁ ମତେ ପ୍ରେରଣା ମିଳିଛି । ଏବେ ଅଲମ୍ପିକର ପ୍ରସ୍ତୁତ ପାଇଁ ଏହି ଲିଗ୍‌ ଏକ ଭଲ ମଞ୍ଚ ସାବ୍ୟସ୍ତ ହେବ ।

Intro:Body:

test

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.