ETV Bharat / sports

କଳାହାଣ୍ଡି କ୍ରୀଡ଼ାବିତଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହେଲେ 5T ସଚିବ - Athletes from kalahandi District

କେସିଙ୍ଗାରେ ଅତ୍ୟାଧୁନିକ ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ହେଉଥିବା ଦୀର୍ଘଦିନର ଦାବି ଖୁବଶୀଘ୍ର ପୂରଣ ନେଇ ଆଶ୍ବାସନା ଦେଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଅଧିକ ପଢନ୍ତୁ...

5T secretary virtual meet with Athletes from kalahandi District
କଳାହାଣ୍ଡି କ୍ରୀଡ଼ାବିତଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହେଲେ 5T ସଚିବ
author img

By

Published : Jul 2, 2021, 8:16 PM IST

କଳାହାଣ୍ଡି: ଜିଲ୍ଲାର କ୍ରୀଡ଼ାବିତଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହେଲେ 5T ସଚିବ ଭିକେ ପାଣ୍ଡିଆନ । ଜିଲ୍ଲାର କେସିଙ୍ଗାରେ ଅତ୍ୟାଧୁନିକ କ୍ରୀଡା ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ଶୁକ୍ରବାର କେସିଙ୍ଗା ଜନସାଧାରଣ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ପ୍ରଦାନ କରିଥିଲେ ।

କଳାହାଣ୍ଡି କ୍ରୀଡ଼ାବିତଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହେଲେ 5T ସଚିବ

କେସିଙ୍ଗାରେ ଏକ ଅତ୍ୟାଧୁନିକ ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଦୀର୍ଘ ଦିନ ଧରି କ୍ରୀଡ଼ାବିତ ଓ ସ୍ଥାନୀୟ ଜନ ସାଧାରଣ ଦାବି କରି ଆସୁଛନ୍ତି । ଏନେଇ ମନ୍ତ୍ରୀ ଓ କ୍ରୀଡ଼ାବିତଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ 5T ସଚିବ ଭି. କେ. ପଣ୍ଡିଆନ ଓ କ୍ରୀଡା ସଚିବ ଭିନିଲ କ୍ରିଷ୍ଣାଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ପରେ ଖୁବଶୀଘ୍ର କେସିଙ୍ଗା ବାସୀ ତଥା ସ୍ଥାନୀୟ କ୍ରୀଡାବିତଙ୍କ ଦାବି ପୂରଣ ହେବାନେଇ ଆଶାବାଦୀ ଥିବା କହିଛନ୍ତି ଦିବ୍ୟଶଙ୍କର ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.