ETV Bharat / sports

ସୁଲତାନ ଜୋହର କପ: କନିଷ୍ଠ ଭାରତୀୟ ଟିମ୍ ଘୋଷିତ, ଦଳରେ 4 ଓଡିଆ

ସୁଲତାନ ଜୋହାର କପ ହକି ପାଇଁ ଚୟନ ହୋଇଛି 18 ଜଣିଆ ଭାରତୀୟ ଜୁନିଅର ଦଳ । ଏହି ଦଳରେ 4 ଓଡ଼ିଆ ସାମିଲ ଅଛନ୍ତି । ଅଧିକ ପଢନ୍ତୁ...

author img

By

Published : Sep 30, 2019, 9:16 PM IST

ସୁଲତାନ ଜୋହର କପ: ଜୁନିୟର ଭାରତୀୟ ଦଳ ଘୋଷିତ, ଦଳରେ 4 ଓଡ଼ିଆ

କଟକ: ସୁଲତାନ ଜୋହାର କପ ହକି ପାଇଁ ଚୟନ ହୋଇଛି 18 ଜଣିଆ ଭାରତୀୟ ଜୁନିଅର ଟିମ୍ । ଏହି ଦଳରେ 4 ଓଡ଼ିଆ ସାମିଲ ଅଛନ୍ତି । ସେମାନେ ହେଲେ ପ୍ରତାପ ଲାକ୍ରା, ସୁମନ ବେକ, ସୁଦୀପ ଚିରମାକୋ ଓ ଶିଳାନନ୍ଦ ଲାକ୍ରା ।

ଏହି ମେଗା ଇଭେଣ୍ଟ 12 ଅକ୍ଟୋବରରୁ ଆରମ୍ଭ ହୋଇ 19 ଅକ୍ଟୋବର ପର୍ଯ୍ୟନ୍ତ ମାଲେସିଆରେ ଚାଲିବ । ମନ୍ଦିପ ମୋରଙ୍କ ଅଧିନାୟକତ୍ବରେ ଟିମ ଯିବ ମାଲେସିଆ । ସେହିପରି ଡିଫେଣ୍ଡର୍ ଦିନଚନ୍ଦ୍ର ସିଂହ ମୋଇରାଙ୍ଗଥେମ ଏବଂ ଶାରଦାନନ୍ଦ ତିୱାରୀ ନୂଆ ମୁହଁ ଭାବେ ଟିମରେ ସାମିଲ୍ ହୋଇଛନ୍ତି । ଅଭିଜ୍ଞ ଦିଲପ୍ରୀତ ସିଂହ ଫରୱାର୍ଡ ଟିମକୁ ଲିଡ୍ କରିବେ ।

ଭାରତୀୟ ଦଳ:

  • ଗୋଲକିପର: ପ୍ରଶାନ୍ତ କୁମାର ଚୌହାନ୍, ପୱନ୍
  • ଡିଫେଣ୍ଡର: ସଞ୍ଜୟ, ଦିନଚନ୍ଦ୍ର ସିଂହ ମୋଇରାଙ୍ଗଥେମ, ପ୍ରତାପ ଲାକ୍ରା(ଓଡିଆ ଖେଳାଳି), ସୁମନ୍ ବେକ୍(ଓଡିଆ ଖେଳାଳି), ମନଦୀପ ମୋର(ଅଧିନାୟକ), ୟଶଦୀପ ସିୱାଚ୍, ଶାରଦାନନ୍ଦ ତିୱାରୀ
  • ମିଡଫିଲ୍ଡର୍: ବିଷ୍ଣୁକାନ୍ତ ସିଂହ, ରବିଚନ୍ଦ୍ର ସିଂହ ମୋଇରାଙ୍ଗଥେମ, ମନିନ୍ଦର ସିଂହ।
  • ଫରୱାର୍ଡ୍ସ: ଦିଲପ୍ରୀତ ସିଂହ, ସୁଦୀପ ଚିରମାକୋ (ଓଡିଆ ଖେଳାଳି), ଗୁରସାହିବଜିତ୍ ସିଂହ, ଉତ୍ତମ ସିଂହ, ରାହୁଲ୍ କୁମାର ରାଜଭର୍, ଶିଳାନନ୍ଦ ଲାକ୍ରା(ଓଡିଆ ଖେଳାଳି)

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ସୁଲତାନ ଜୋହାର କପ ହକି ପାଇଁ ଚୟନ ହେଲା 18 ଜଣିଆ ଭାରତୀୟ ଜୁନିୟର ଦଳ । ଏହି ଦଳ ରେ 4 ଓଡ଼ିଆ ସାମିଲ । ସେମାନେ ହେଲେ ପ୍ରତାପ ଲାକ୍ରା , ସୁମନ ବେକ ,ସୁଦୀପ ଚିରମାକୋ ଓ ଶିଳାନନ୍ଦ ଲାକ୍ରା । ଏହି ମେଗା ଇଭେଣ୍ଟ 12 ଅକ୍ଟୋବର ରୁ ଆରମ୍ଭ ହୋଇ 19 ଅକ୍ଟୋବର ପର୍ଯ୍ୟନ୍ତ ମାଲେସିଆ ରେ ଚାଲିବ । ମନ୍ଦିପ ମୁର ଙ୍କ ଅଧିନାୟକତ୍ୱ ରେ ଟିମ ଯିବ ମାଲେସିଆ ।

Body:No needConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.