ETV Bharat / sports

ଭାରତରେ ଆୟୋଜିତ ହେବ ଆଗାମୀ ପୁରୁଷ ହକି ବିଶ୍ବକପ ! - india bid to host FIH men's world cup

ଆଗାମୀ ପୁରୁଷ ହକି ବିଶ୍ବକପ ଆୟୋଜନ ଦୌଡରେ ରହିଛି ଭାରତ । ଭାରତ ସମେତ ତିନି ଦେଶ ଆଗାମୀ ପୁରୁଷ ହକି ବିଶ୍ବ କପର ଆୟୋଜକ ପାଇଁ ବିଡ୍ ଦାଖଲ କରିଛନ୍ତି ।

ଭାରତରେ ଆୟୋଜିତ ହେବ ଆଗାମୀ ପୁରୁଷ ହକି ବିଶ୍ବକପ!
author img

By

Published : Oct 18, 2019, 4:55 PM IST

ନୂଆଦିଲ୍ଲୀ: ପୁଣିଥରେ ଭାରତ ଆୟୋଜନ କରିପାରେ ପୁରୁଷ ହକି ବିଶ୍ବକପ । ପୁଣିଥରେ କମ୍ପିବାରେ କଳିଙ୍ଗ ଷ୍ଟାଡିୟମ । ପୁଣି ହକିମୟ ହୋଇପାରେ ଭୁବନେଶ୍ବର । କାରଣ ଆଗାମୀ ପୁରୁଷ ହକି ବିଶ୍ବକପ ଆୟୋଜନ ଦୌଡରେ ରହିଛି ଭାରତ । ଭାରତ ସମେତ ତିନି ଦେଶ ଆଗାମୀ ପୁରୁଷ ହକି ବିଶ୍ବ କପର ଆୟୋଜକ ପାଇଁ ବିଡ୍ ଦାଖଲ କରିଛନ୍ତି ।

ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍) ଗୁରୁବାର ଏହି ସୂଚନା ଦେଇଛି । ଭାରତ ତିନିଥର ବିଶ୍ବକପ୍ ଆୟୋଜନ କରିସାରିଛି । ଭାରତ ୨୦୨୩ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ବିଶ୍ୱକପ୍ ଆୟୋଜନ କରିବାକୁ ଚାହୁଁଛି । ଭାରତ ବ୍ୟତୀତ ବେଲଜିୟମ ଓ ମାଲେସିଆ ମଧ୍ୟ ବିଶ୍ବକପ୍ ପାଇଁ ବିଡ୍ ଦାଖଲ କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.