ETV Bharat / sports

ISL: ହାଇଦ୍ରାବାଦକୁ ହରାଇ ପ୍ଲେ-ଅଫରେ ଏଫସି ଗୋଆ - ISL ପ୍ଲେ-ଅଫରେ ଏଫସି ଗୋଆ ନ୍ୟୁଜ

ଚଳିତ ଇଣ୍ଡିଆନ ସୁପର ଲିଗରେ ପ୍ରଥମ ଦଳ ଭାବେ ପ୍ଲେ-ଅଫରେ ସ୍ଥାନ ପକ୍କା କରିଛି ଏଫସି ଗୋଆ ।

ISL playoff spot
ପ୍ଲେ-ଅଫରେ ଏଫସି ଗୋଆ
author img

By

Published : Feb 6, 2020, 9:58 AM IST

ପାଣାଜି: ଚଳିତ ଇଣ୍ଡିଆନ ସୁପର ଲିଗ ପ୍ଲେ-ଅଫରେ ପହଞ୍ଚିଲା ଏଫସି ଗୋଆ । ଚଳିତ ଆଇଏସଏଲ ସଂସ୍କରଣରେ ପ୍ରଥମ ଦଳ ଭାବେ ପ୍ଲେ-ଅଫରେ ସ୍ଥାନ ପକ୍କା କରିଛି ଏଫସି ଗୋଆ ।

ସ୍ଥାନୀୟ ଜବାହାରଲାଲ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ, ହାଇଦ୍ରାବାଦକୁ 4-1 ଗୋଲ୍‌ରେ ହରାଇଛି ଏଫି ସି ଗୋଆ ।

ଏଫସି ଗୋଆ ବିଜୟର ହିରୋ ରହିଥିଲେ ହୁଗୋ ବୌମସ ଓ କରୋମିନିସ । ମ୍ୟାଚର 19 ଓ 50 ତମ ମିନିଟରେ ବୌମସ 2ଟି ଗୋଲ୍‌ କରିଥିଲେ । ସେହିପରି ମ୍ୟାଚର 64 ଓ 87 ତମ ମିନିଟରେ ଫେରାନ କରୋମିନାସ 2ଟି ଦମଦାର ଗୋଲ୍‌ କରି ଏଫସି ଗୋଆର ବିଜୟ ସୁନିଶ୍ଚିନ୍ତ କରିଥିଲେ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.