ETV Bharat / sports

ବିଶ୍ବକପ: ଇମାମଙ୍କ ଶତକ, ବାଂଲାଦେଶକୁ ପାକିସ୍ତାନର 316 ରନର ଟାର୍ଗେଟ

ଆଜି ବିଶ୍ବକପ ଲଢେଇରେ ପାକିସ୍ତାନ-ବାଂଲାଦେଶ ମୁକାବଲା ହେଉଛି । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ 315 ରନ କରିଛି । ଓପନର ଇମାମ-ଉଲ-ହକ ଦମଦାର ଶତକ ହାସଲ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)
author img

By

Published : Jul 5, 2019, 7:37 PM IST

ଲର୍ଡ୍ସ: ଆଜି ବିଶ୍ବକପ ଲଢେଇରେ ପାକିସ୍ତାନ-ବାଂଲାଦେଶ ମୁକାବଲା ହେଉଛି । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ 315 ରନ କରିଛି । ଓପନର ଇମାମ-ଉଲ-ହକ ଦମଦାର ଶତକ ହାସଲ କରିଛନ୍ତି ।

7ଟି ଚୌକା ସହାୟତାରେ ସମାନ 100 ରନ କରି ଇମାମ ଆଉଟ ହୋଇଛନ୍ତି । ବାବାର ଆଜମ ମାତ୍ର 2ରନ ପାଇଁ ଶତକରୁ ବଞ୍ଚିତ ହୋଇଛନ୍ତି । 98ବଲରୁ 96 ରନ କରି ବାବାର ଆଜାମ ଆଉଟ ହୋଇଥିଲେ । ମହମ୍ମଦ ହାଫିଜ 27 ଓ ଶେଷ ଭାଗରେ 26 ବଲରୁ 43 ଦ୍ରୁତ ରନ କରି ଇମାଦ ୱାସିମ ପାକିସ୍ତାନର ସ୍କୋରକୁ 300 ପାର କରାଇଥିଲେ ।

ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର ରେହମାନ ସର୍ବାଧିକ 5ଟି ୱିକେଟ ନେଇଛନ୍ତି । ମହମ୍ମଦ ସାଫିଉଦ୍ଦିନ ପୁଣି ସ୍ପିନ ଯାଦି ଦେଖାଇଥିଲେ । 3ଟି ପ୍ରମୁଖ ୱିକେଟ ନେଇ ପାକିସ୍ତାନର ଦ୍ରୁତ ରନ ସଂଗ୍ରହ ଉପରେ ଅଂକୁଶ ଲଗାଇଥିଲେ । ମେହେଦି ହାସନ ଗୋଟିଏ ୱିକେଟ ନେଇଥିଲେ ।

Intro:Body:

dfsdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.