ETV Bharat / sports

ବିଶ୍ବକପ: ଶ୍ରୀଲଙ୍କାକୁ 335 ରନର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

ଶ୍ରୀଲଙ୍କା ବିରୋଧରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି 334 ରନ ସ୍କୋର କରିଛି । ଅଷ୍ଟ୍ରେଲିଆ ପକ୍ଷରୁ କ୍ୟାପଟେନ ଆରୋନ ଫିଞ୍ଚ 153 ରନର ଧମାକାଦର ପାଳି ଖେଳିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)
author img

By

Published : Jun 15, 2019, 9:51 PM IST

Updated : Jun 18, 2019, 10:55 AM IST

ଲଣ୍ଡନ: ବିଶ୍ବକପରେ ଆଜି (ଶନିବାର) ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ଲଢେଇ ହେଉଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ 334 ରନ ସ୍କୋର କରିଛି । ଅଷ୍ଟ୍ରେଲିଆ ପକ୍ଷରୁ କ୍ୟାପଟେନ ଆରୋନ ଫିଞ୍ଚ 153 ରନର ଧମାକାଦର ପାଳି ଖେଳିଛନ୍ତି ।

ICC
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)
ICC
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)

ଷ୍ଟିଭ ସ୍ମିଥ ମଧ୍ୟ 73 ରନ ର ପଳି ଖେଳିଛନ୍ତି । ୱାର୍ଣ୍ଣର ମାତ୍ର 23 ରନରେ ଆଉଟ ହୋଇଯାଇଥିଲେ । ତେବେ ଶେଷ ଭାଗରେ ଗ୍ଳେନ ମାକ୍ସୱେଲ 25ବଲରୁ 46ରନର ଧୁଆଁଧାର ଇଂନିସ ଖେଳି ଅଷ୍ଟ୍ରେଲିଆ ସ୍କୋରକୁ 334ରେ ପହଞ୍ଚାଇଥିଲେ । ଅନ୍ୟପଟେ 335 ରନର ବିଜୟ ଲକ୍ଷ୍ୟନେଇ ଶ୍ରୀଲଙ୍କା ଓପନର ଭଲ ଆରମ୍ଭ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

zdb

Conclusion:
Last Updated : Jun 18, 2019, 10:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.