ETV Bharat / sports

ଭାରତ ଦେଖିବ ଦିବାରାତ୍ର ଟେଷ୍ଟ ମ୍ୟାଚ!

ବିସିଆଇର ନୂଆ ଅଧ୍ଯକ୍ଷ ସୌରଭ ଗାଙ୍ଗୁଲି ଡେ-ନାଇଟ ଟେଷ୍ଟ ମ୍ୟାଚକୁ ନେଇ ଗ୍ରୀନ ସିଗନାଲ୍‌ ଦେଇଥିବା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଏହା ହେବ ନିଶ୍ଚୟ ହେବ କିନ୍ତୁ କେବେ ମୁଁ ଜାଣିନି।

cricket
author img

By

Published : Oct 26, 2019, 8:45 AM IST

କୋଲକତା: ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ ଡେ-ନାଇଟ ଟେଷ୍ଟ ମ୍ୟାଚ ପାଇଁ ରାଜି ହୋଇଯାଇଛନ୍ତି । ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଶୁକ୍ରବାର ଦିନ ଏହି ସମ୍ବନ୍ଧରେ ସ୍ପଷ୍ଟ କରିଛନ୍ତି ।

ଗାଙ୍ଗୁଲି ଶୁକ୍ରବାର ଇଡେନ ଗାର୍ଡେନରେ ଅନୁଷ୍ଠିତ ସିଏବି ଦ୍ବାରା ଆୟୋଜିତ ସ୍ବାଗତ ସମୋରୋହରେ ଯୋଗ ଦେଇଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ଡେ-ନାଇଟ ଟେଷ୍ଟ ମ୍ୟାଚକୁ ନେଇ ସେ କହିଛନ୍ତି ଯେ, ଆମେମାନେ ଏହି ବିଷୟରେ ଭାବୁଛୁ । ଏନେଇ କିଛି ପଦକ୍ଷେପ ନିଆଯିବ । ମୁଁ ଦିବାରାତ୍ର ଟେଷ୍ଟ ମ୍ୟାଚରେ ବିଶ୍ବାସ ରଖେ । କୋହିଲି ମଧ୍ୟ ଏନେଇ ସହମତି ପ୍ରକାଶ କରିଛନ୍ତି । ମୁଁ ନ୍ୟୁଜ ରିପୋର୍ଟରେ ଦେଖିଛି ବିରାଟ ଦିବାରାତ୍ର ଟେଷ୍ଟ ମ୍ୟାଚ ସପକ୍ଷରେ ନଥିବା । କିନ୍ତୁ ଏହା ସତ ନୁହେଁ । ଖେଳକୁ ଆଗକୁ ବଢେଇବା ଜରୁରୀ । ଏହା ଭବିଷ୍ୟତ । ଲୋକେ କାମ ସାରି ଚମ୍ପିଆନଙ୍କୁ ଦେଖିବାକୁ ଆସିବେ । କେବେ ଏପରି ହେବ ମୁଁ ଜାଣିନି, କିନ୍ତୁ ଏହା ନିଶ୍ଚିତ ରୂପେ ହେବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.