ETV Bharat / sports

'ଦିବା-ରାତ୍ର ଟେଷ୍ଟରେ କାକର ସୃଷ୍ଟି କରିପାରେ ବାଧା'

ପ୍ରଥମଥର ପାଇଁ ଇଡେନ ଗାର୍ଡନରେ ଭାରତ-ବାଂଲାଦେଶ ମଧ୍ୟରେ ହେବାକୁ ଯାଉଛି ଦିବା-ରାତ୍ର ଟେଷ୍ଟ ମ୍ୟାଚ। ତେବେ ଏହି ନୂଆ ପଦକ୍ଷେପକୁ ନେଇ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ନିଜର ପ୍ରତିକ୍ରିୟା ରଖିଛନ୍ତି।

cricket
author img

By

Published : Nov 2, 2019, 5:49 PM IST

ହାଇଦ୍ରାବାଦ: ପ୍ରଥମଥର ପାଇଁ ଭାରତରେ ଆୟୋଜିତ ହେବ ଦିବା-ରାତ୍ର ଟେଷ୍ଟ ମ୍ୟାଚ। ଏନେଇ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକଲର ଭଲ ପଦକ୍ଷେପ କହିବା ସହ କାକର ମ୍ୟାଚକୁ ପ୍ରଭାବିତ କରିପାରେ ବୋଲି ପ୍ରତିକ୍ରିୟା ରଖିଛନ୍ତି।


ଏନେଇ ସେ କହିଛନ୍ତି ଯେ, ଫ୍ଲଡ ଲାଇଟ୍‌ରେ ଟେଷ୍ଟ ମ୍ୟାଚ ଖେଳାଯିବା ଟେଷ୍ଟ କ୍ରିକେଟରେ ଇତିହାସ ସୃଷ୍ଟି କରିବ । କିନ୍ତୁ ଉପମହାଦେଶୀୟ ଜଳବାୟୁ ଅନୁସାରେ ରାତିରେ କାକର ପଡିବ। ଫଳରେ ବଲ୍ ଥରେ ଓଦା ହେଲେ ପେସ୍‌ ବୋଲର ଏହାର ଲାଭ ଉଠାଇ ପାରିବେ ନାହିଁ। ଇଡେନ ଗାର୍ଡନରେ ମ୍ୟାଚ ବେଳେ କାକର ପ୍ରତି ଧ୍ୟାନ ରଖିବାକୁ ପଡିବ । ତେବେ ଦିବା-ରାତ୍ର ଟେଷ୍ଟ ଦର୍ଶକଙ୍କ ମନରେ ଉତ୍ସାହ ଆଣିବା ସହ ଲୋକପ୍ରିୟତା ବୃଦ୍ଧି କରିବ।

ହାଇଦ୍ରାବାଦ: ପ୍ରଥମଥର ପାଇଁ ଭାରତରେ ଆୟୋଜିତ ହେବ ଦିବା-ରାତ୍ର ଟେଷ୍ଟ ମ୍ୟାଚ। ଏନେଇ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକଲର ଭଲ ପଦକ୍ଷେପ କହିବା ସହ କାକର ମ୍ୟାଚକୁ ପ୍ରଭାବିତ କରିପାରେ ବୋଲି ପ୍ରତିକ୍ରିୟା ରଖିଛନ୍ତି।


ଏନେଇ ସେ କହିଛନ୍ତି ଯେ, ଫ୍ଲଡ ଲାଇଟ୍‌ରେ ଟେଷ୍ଟ ମ୍ୟାଚ ଖେଳାଯିବା ଟେଷ୍ଟ କ୍ରିକେଟରେ ଇତିହାସ ସୃଷ୍ଟି କରିବ । କିନ୍ତୁ ଉପମହାଦେଶୀୟ ଜଳବାୟୁ ଅନୁସାରେ ରାତିରେ କାକର ପଡିବ। ଫଳରେ ବଲ୍ ଥରେ ଓଦା ହେଲେ ପେସ୍‌ ବୋଲର ଏହାର ଲାଭ ଉଠାଇ ପାରିବେ ନାହିଁ। ଇଡେନ ଗାର୍ଡନରେ ମ୍ୟାଚ ବେଳେ କାକର ପ୍ରତି ଧ୍ୟାନ ରଖିବାକୁ ପଡିବ । ତେବେ ଦିବା-ରାତ୍ର ଟେଷ୍ଟ ଦର୍ଶକଙ୍କ ମନରେ ଉତ୍ସାହ ଆଣିବା ସହ ଲୋକପ୍ରିୟତା ବୃଦ୍ଧି କରିବ।

SLUG..ସମ୍ବଲପୁର ବିଧାନସଭା ସିଟ ରେ ରହିଛି ଜଟିଳ ସମିକରଣ, କମ ବ୍ୟବଧାନ ରେ ହୋଇପାରେ ହାର ଜିତ ର ଫଇସଲା।ବିଜେପି ବିଜେଡ଼ି ମଧ୍ୟରେ କଡା ମୁକାବିଲା।
Format.Pkg.
Reporter.Badsah Jusman Rana.
Date.19.04.19
Place.Sambalpur..

Anchor..ଆସନ୍ତା 23 ତାରିଖରର ହେବ ସମ୍ବଲପୁର ଜିଲ୍ଲାର ନିର୍ବାଚନ। ଏଥିପାଇଁ ନିର୍ବାଚନ ଯେତେ ପଖାଉଛି ରାଜନୈତିକ ମାହୋଲ ସେ ସରଗରମ ହେବା ସହ ମୂଖ୍ୟତଃ ସମ୍ବଲପୁର ବିଧାନସଭା ସିଟ ର ସମିକରଣ ସେତେ ଜଟିଳ ହେବାରେ ଲାଗିଛି।ଏଭଳି ପରିସ୍ଥିତିରେ ରାଜନୈତିକ ବିସ୍ଲେସକ ମାନେ ମଧ୍ୟ ବର୍ତ୍ତମାନ ସ୍ଥିତିରେ ଆକଳନ କରି ପାରୁନାହାନ୍ତି ଯେ ବିଜେଡି ଓ ବିଜେପି ମଧ୍ୟ ରେ କିଏ ବିଜୟୀ ହେବ।ତେବେ ଯିଏ ବି ବିଜୟୀ ହେବ  ଅତି କମ ବ୍ୟବଧାନ ରେ ହେବ ବୋଲି ଚର୍ଚ୍ଚା ହେଉଛି।

ଭିଓ-1- ସମ୍ବଲପୁର ବିଧାନସଭା ସିଟ ରେ ମୂଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ ଦ୍ଵିମୁଖୀ ଲଢେଇ। ବର୍ତମାନ ର ସମିକରଣ ବିଜେଡି ରେ ରାସେଶ୍ୱରୀ ପାଣିଗ୍ରାହୀ ଓ ବିଜେପିର ଜୟ ନାରାୟଣ ମିଶ୍ରଙ୍କ ମଧ୍ୟରେ ରହିଛି କାଟେ କି ଟକ୍କର । କେହି କାହାରି ଠାରୁ ପଛରେ ନାହାନ୍ତି। ବିଜେଡିର ରାସେଶ୍ୱରୀ ନିଜର ନିର୍ବିବାଦୀୟ ଛବି, ଗତ 5 ବର୍ଷ ରେ ସମ୍ବଲପୁର ରେ ହୋଇଥିବା ଦୃଶ୍ୟମାନ ବିକାଶ ଓ ନବୀନ ପଟନାୟକ ଙ୍କ ସ୍ଵଛ ଭବମୂର୍ତି କୁ ପାଥେୟ କରି ବିଜୟ ର ଲକ୍ଷ ରଖିଛନ୍ତି ଓ ରେସ ରେ ସବୁଠାରୁ  ଆଗୁଆ ମଧ୍ୟ ଥିବାର ରାଜନୈତିକ ବିଶ୍ଲେଷକ କହୁଛନ୍ତି। ତେବେ ରସେଶ୍ୱରୀଙ୍କ ସଂଗଠନ ନଥିବା, ପୁରୁଣା ନେତାଙ୍କ ଉପେକ୍ଷା ଯୋଗୁ ସୃଷ୍ଟ ଅସନ୍ତୋଷ ଓ ରସେଶ୍ୱରୀଙ୍କ ଠାରୁ ଆଶାତୀତ ଲାଭ ପାଇଁ ନଥିବା ଦଳୀୟ କର୍ମୀ ନ୍କ ଗୁପ୍ତ ମେଳି ବିଜେଡିକୁ ବେଳେ ବେଳେ ବ୍ୟାକଫୁଟରେ ରଖୁଛି। କେତେକ ସ୍ଥାନରେ ଅସନ୍ତୁଷ୍ଟ ବିଜେଡି ନେତା ମାନେ ଖୋଲାଖୋଲି ଭବେ ରାସେଶ୍ୱରୀ ଙ୍କ ବିରୁଦ୍ଧରେ ଯାଉଥିବା ବେଳେ କେତେକ ଗୁପ୍ତ ଭାବେ ରସେଶ୍ୱରୀଙ୍କ ବିରୁଦ୍ଦରେ ପ୍ରଚାର କରୁଛନ୍ତି।ଆଉ କେତେକ ନେତା ଚୁପଚାପ ଥିଲେ ମଧ୍ୟ ରସେଶ୍ୱରୀଙ୍କ ପରାଜୟ ଚାହୁଁଛନ୍ତି। ଏଭଳି ପରିସ୍ଥିତିରେ ରସେଶ୍ୱରୀଙ୍କ ରାସ୍ତା ସହଜ ନୁହେଁ।

ବାଇଟ-1-  ଦୀପକ ପଣ୍ଡା, ରାଜନୀତି ବିଶ୍ଲେଷକ।

ଭିଓ-2-ଅନ୍ୟ ପଟେ ବିଜୟର ଅନ୍ୟତମ ପ୍ରବଳ ଦବିଦାର ବିଜେପିର ଜୟନାରାୟନ ମିଶ୍ର  ମୋଦିଙ୍କ ଲୋକପ୍ରିୟତା ଓ ବିଜେଡି ପ୍ରତି ଥିବା କିଛି ବିଜେଡି କର୍ଯ୍ୟକର୍ତା ଙ୍କ ଅସନ୍ତୋଷ ଓ ବିତୃଷ୍ଣା ଭାବକୁ ସାଉଁଟି ଏହାକୁ ନେଇ ବିଜୟ ସିଡ଼ି ଚଢ଼ିବାକୁ ଚେଷ୍ଠା କରୁଛି। ଏହା ସହ ବିଜେପିର ସହରାଞ୍ଚଳର ବସ୍ତି ବାସିନ୍ଦା ଙ୍କ ପ୍ରତି ଭଲ ପକଡ ଥିବାରୁ ବିଜେପିର ସମ୍ଭାବଙ୍କୁ ରାଜନୀତି ବିଶେଷକ ମାନେ ଏଡାଇ ପାରୁନାହାନ୍ତି। ତେବେ ବିଜେପିରେ ମଧ୍ୟ ଅନ୍ତର୍ଦ୍ୱନ୍ଦ ଥିବାରୁ ଏଥର ରାଜନୈତିକ ସମିକରଣ ଆହୁରି ଜଟିଳ ହେଉଛି । ଅନ୍ୟପଟେ କଂଗ୍ରେସର ବିଜୟର ସମ୍ଭାବନା ନଥିଲେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଅଶ୍ୱିନୀ ପୂଜାହାରୀ ନିଜର ବ୍ୟକ୍ତିତ୍ୱ ବଳରେ ମଧ୍ୟବିତ୍ତ ଶ୍ରେଣୀର ବିଜେପି ନା ବିଜେଡିର ଭୋଟ ମାଇନସ କରିବେ ତାହା ତାହା ଏବେ ବି ସ୍ପଷ୍ଟ ହୋଇପାରିନି। ଅନ୍ୟପଟେ ସ୍ୱାଧୀନ ପ୍ରାର୍ଥୀ ଜୟବ୍ରତ ଦେ ମଧ୍ୟ ବିଜୟୀ ହୋଇପାରୁନଥିଲେ ମଧ୍ୟ ସେ ବିଭିନ୍ନ ରାଜନୈତିକ ଦଳର ଏକ ସ୍ୱତନ୍ତ୍ର ବର୍ଗର ଭୋଟ ଛଡାଇ ରାଜନୈତିକ ସମିକରଣ ବଦଳେଇ ଦେବାର କ୍ଷମତା ରଖିଛନ୍ତି। ଆଉ ଏହା ଦ୍ୱରା ସେ ବିଜୟ ପରାଜୟ ପାଇଁ ଆଂଶିକ ଭୂମିକା ନିଭାଇବେ

ବାଇଟ-2-ଭବାନୀ ହୋତା।ରାଜନୀତି ବିଶ୍ଲେଷକ

ଫଭିଓ- ତେବେ ଆଗକୁ ମୁଖ୍ୟ ମନ୍ତ୍ରୀଙ୍କ 2 ଦିନିଆ ସମ୍ବଲପୁର ଗସ୍ତ ଓ ରୋଡ଼ ସୋ  ରାସେଶ୍ୱରୀ ନ୍କ ଆଡକୁ ରାଜନୈତିକ ହାବା କୁ ମୋଦି ଦେଇ ପାରେ ବୋଲି ଚର୍ଚା ହେଉଛି।
ଭିଜୁଆଲ ମଜୋ ରୁ ପଡିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.