ETV Bharat / sports

ଆଇପିଏଲ: ପ୍ଲେ-ଅଫ ପ୍ରବେଶ ଲକ୍ଷ୍ୟରେ ଚେନ୍ନାଇ - CSK

ଆଇପିଏଲର ମ୍ୟାଚ ନମ୍ବର-41 । ମ୍ୟାଚରେ ସାମ୍ନାସାମ୍ନି ହେବେ ଚେନ୍ନାଇ ସୁପର କିଙ୍ଗ୍ସ(CSK) ଓ SRH (ସନରାଇଜର୍ସ ହାଇଦ୍ରାବାଦ) ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Apr 23, 2019, 7:14 PM IST

ଚେନ୍ନାଇ: ଆଜି (ମଙ୍ଗଳବାର) ଖେଳାଯିବ ଆଇପିଏଲର ମ୍ୟାଚ ନମ୍ବର-41 । ସ୍ଥାନୀୟ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ପଡିଆରେ ସାମ୍ନାସାମ୍ନି ହେବେ ଚେନ୍ନାଇ ସୁପର କିଙ୍ଗ୍ସ(CSK) ଓ SRH (ସନରାଇଜର୍ସ ହାଇଦ୍ରାବାଦ) । ତେବେ ଲଗାତାର 3ଟି ପରାଜୟ ପରେ ଚେନ୍ନାଇ ଆଜିର ମ୍ୟାଚ ଜିତିବାକୁ ଜି ଜାନ ଲଗାଇବ । ଘରୋଇ ଗ୍ରାଉଣ୍ଡରେ ହାଇଦ୍ରାବାଦକୁ ହରାଇ ପରାଜୟର କ୍ଷତ ଭରିବା ଲକ୍ଷ୍ୟରେ ରହିଛି ଧୋନି ବାହିନୀ ।

ଭିଡିଓ ସୌଜନ୍ୟ- ବ୍ୟୁରୋ ଇନପୁଟ

ତେବେ ଗତକାଲି (ସୋମବାର) ରାଜସ୍ଥାନ ବିପକ୍ଷ ମ୍ୟାଚରେ ବିଜୟ ସହ ଦିଲ୍ଲୀ ଚେନ୍ନାଇକୁ ଟପି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ମାତ୍ର ସମାନ ପଏଣ୍ଟ ସହ ରନରେଟ ହାରରେ ଦିଲ୍ଲୀ ଆଗରେ ରହିଛି । ଅନ୍ୟପଟେ ଆଜି ମ୍ୟାଚରେ ବିଜୟ ହେଲେ 16 ପଏଣ୍ଟ ସହ ଚେନ୍ନାଇ ପ୍ଲେ-ଅଫରେ ପ୍ରଥମ ଟିମ ଭାବେ ପ୍ରବେଶ କରିବ । ସେହିପରି 10 ପଏଣ୍ଟ ସହ ତାଲିକାର ଚତୁର୍ଥ ସ୍ଥାନରେ ଥିବା ଏସଆରଏଚ୍‌ ଦଳ ମ୍ୟାଚ ବିଜୟ ସହ 3ୟ ସ୍ଥାନକୁ ଉଠିବା ପାଇଁ ଲକ୍ଷ୍ୟ ରଖିଛି ।

IPL
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ସୂଚନା ଅନୁଯାଇ ଆଜି ମ୍ୟାଚ ପାଇଁ SRH ଅଧିନାୟକ କେନ ୱିଲିୟମସନ ଉନୁପସ୍ଥିତ ରହିବେ । କିଛି ବ୍ୟକ୍ତିଗତ କରାଣ ପାଇଁ ସେ ଆଜିର ମ୍ୟଚ ଖେଳିବେ ନାହିଁ । ତେଣୁ ଦଳର ଭାର କାମଚଳା ଅଧିନାୟକ ଭୁବନେଶ୍ବର କୁମାରଙ୍କ କାନ୍ଧରେ ରହିବ ।

IPL
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଅନ୍ୟପଟେ ଶେଷ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ମ୍ୟାଚର ମୋଡ ବଦଳାଇ ଦେଇଥିବା କ୍ୟାପ୍ଟେନ କୁଲ ଏମଏସ ଧୋନିଙ୍କୁ ଚକମା ଦେବା ଲକ୍ଷ୍ୟରେ ରହିବେ SRHର ବୋଲର । ସେହିପରି ଚେନ୍ନାଇର ଟପ ଅର୍ଡର ବ୍ୟାଟିଂରେ ସମସ୍ୟା ଲାଗି ରହିଥିବା ବେଳେ SRHର ଚାଲୁନାହାଁନ୍ତି ମିଡିଲ ଅର୍ଡର । ତେଣୁ ଉଭୟ ଟିମରେ କିଛି ନା କିଛି ସମସ୍ୟା ଲାଗି ରହିଛି ।

ତେବେ ଅପେକ୍ଷା ସଂଧ୍ୟା 8ଟା ମ୍ୟାଚକୁ । ଲଗାତର 3ଟି ମ୍ୟାଚ ହାରି ଧୋନିଙ୍କ ଦଳ ଘରୋଇ ଗ୍ରାଉଣ୍ଡରେ SRH ଉପରେ କିପରି ଆଟାକ କରୁଛି ତାହା ଦଖିବାକୁ ବାକି ରହିଲା।

ବ୍ୟୁରୋ ଇନପୁଟ, ଇଟିଭି ଭାରତ

Intro:Body:

gfdf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.