ETV Bharat / sports

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡିଲେ ପାଣ୍ଡ୍ୟା - ଭାରତ ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜରୁ ପାଣ୍ଡ୍ୟା ବାଦ

ଷ୍ଟାର ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବଡ ଝଟକା । ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡିଲେ ପାଣ୍ଡ୍ୟା।

India vs New Zealand
ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡିଲେ ପାଣ୍ଡ୍ୟା
author img

By

Published : Feb 1, 2020, 2:35 PM IST

ନୂଆଦିଲ୍ଲୀ: ଷ୍ଟାର ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବଡ ଝଟକା । ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡିଲେ ପାଣ୍ଡ୍ୟା । ନ୍ୟୁଜିଲାଣ୍ଡ ବିପକ୍ଷରେ 2ଟି ଟେଷ୍ଟ ମ୍ୟାଚ ଖେଳିବ ଭାରତ ।

ପାଣ୍ଡ୍ୟା ଆହତ ହେବାପରେ ଲଣ୍ଡନରେ ଅସ୍ତ୍ରୋପଚାର ହୋଇଥିଲା । ଏହାପରେ ଜାତୀୟ କ୍ରିକେଟ ଏକାଡେମୀର ମୁଖ୍ୟ ଫିଜିଓ ଆଶିଷ କୌଶିକ ପାଣ୍ଡ୍ୟାଙ୍କୁ ଚିକିତ୍ସା କରୁଥିଲେ । ମାତ୍ର ଫିଟନେସ ଟେଷ୍ଟରେ ପୁନର୍ବାର ବିଫଳ ହେବାପରେ ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି ଏହି ଷ୍ଟାର ଅଲରାଉଣ୍ଡର । ଏନେଇ ବିସିସିଆଇ ପକ୍ଷରୁ ସୂଚନା ମିଳିଛି।

ହାର୍ଦ୍ଦିକ ପାଣ୍ଡ୍ୟା ଗତବର୍ଷ ସେପ୍ଟମ୍ବରରେ ଶେଷ ଥର ଭାରତୀୟ ଦଳରୁ ଖେଳିଥିଲେ । ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ପ୍ରଥମ ମ୍ୟାଚ ବାସିନ ରିଜର୍ଭ, ୱେଲିଂଟନରେ ଫେବୃୟାରୀ 21-25 ଓ 2ୟ ମ୍ୟାଚ ଫେବୃୟାରୀ 29ରୁ ମାର୍ଚ୍ଚ 4 ପର୍ଯ୍ୟନ୍ତ ହେଗଲି ଓଭାଲ ଗ୍ରାଉଣ୍ଡ କ୍ରିଷ୍ଟଚର୍ଚ୍ଚରେ ଖେଳାଯିବ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.