ETV Bharat / sports

ମହିଳା ଟି-20 ବିଶ୍ବକପ: ବାଂଲାଦେଶକୁ 143 ରନର ଟାର୍ଗେଟ ଦେଲା ଇଣ୍ଡିଆ - ଭାରତ-ବାଂଲାଦେଶ ମୁହାଁମୁହିଁ

ଭାରତ ନିର୍ଦ୍ଧାରିତ ଓଭରରେ ପ୍ରଥମେ ବ୍ୟାଟିଂ କରି 6 ଓ୍ବିକେଟ ବିନିମୟରେ 142ରନ୍‌ କରିଛି । ବାଂଲା ବିପକ୍ଷ ମ୍ୟାଚରେ ଭାରତୀୟ ଏକାଦଶରେ ସ୍ମୃତି ମନ୍ଧାନାଙ୍କ ବଦଳରେ ରିଚା ଘୋଷ ବାଂଲା ବିପକ୍ଷ ଟିମରେ ସ୍ଥାନ ପାଇଛନ୍ତି ।

T20WorldCup
T20WorldCup
author img

By

Published : Feb 24, 2020, 6:32 PM IST

ପର୍ଥ: ମହିଳା ଟି-20 ବିଶ୍ବକପ । ଭାରତ ତାର 2ୟ ମୁକାବିଲାରେ ବାଂଲାଦେଶକୁ ଭେଟିଛି । ଡବ୍ଲୁ.ଏ.ସି.ଏ ଗ୍ରାଉଣ୍ଡରେ ବାଂଲାଦେଶ ପ୍ରଥମେ ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ତେବେ ଭାରତ ନିର୍ଦ୍ଧାରିତ ଓଭରରେ ପ୍ରଥମେ ବ୍ୟାଟିଂ କରି 6 ଓ୍ବିକେଟ ବିନିମୟରେ 142ରନ୍‌ କରିଛି ।

T20WorldCup
ଫଟୋ ସୌଜନ୍ୟ:@T20WorldCup

ବାଂଲା ବିପକ୍ଷ ମ୍ୟାଚରେ ଭାରତୀୟ ଏକାଦଶରେ ସ୍ମୃତି ମନ୍ଧାନାଙ୍କ ବଦଳରେ ରିଚା ଘୋଷ ବାଂଲା ବିପକ୍ଷ ଟିମରେ ସ୍ଥାନ ପାଇଛନ୍ତି । ତେବେ ଟିମ ପକ୍ଷରୁ ଶେଫାଳି ବର୍ମା 39(17)ରନ୍‌ ଓ ଜେମିମା ରୋଡ୍ରିଗ୍ସ 34(37) କରିଛନ୍ତି । ସେହିପରି ତାନିୟା 2ରନ୍‌,ହରମନପ୍ରୀତ କୌର 8ରନ୍‌, ଦୀପ୍ତି ଶର୍ମା 11ରନ୍‌,ରିଚା ଘୋଷ 14ରନ୍‌, ବେଦା କ୍ରିଷ୍ଣମୂର୍ତ୍ତୀ 20ରନ୍‌ ଓ ଶିଖା ପାଣ୍ଡେ 7ରନ୍‌ ସଂଗ୍ରହ କରିଛନ୍ତି ।

ତେବେ ବିପକ୍ଷ ଦଳ ପକ୍ଷରୁ ସଲମା ଖାତୁନ୍ ଓ ପାନ୍ନା ଘୋଷ 2ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି ।

ଭାରତୀୟ ଦଳ: ହରମନପ୍ରୀତ କୌର୍ (କ୍ୟାପଟେନ୍‌), ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍ସ, ଦୀପ୍ତି ଶର୍ମା, ବେଦା କ୍ରିଷ୍ଣମୂର୍ତ୍ତୀ, ପୁନମ ଯାଦବ, ଶିଖା ପାଣ୍ଡେ, ଅରୁନ୍ଧତୀ ରେଡ୍ଡୀ, ତାନିଆ ଭାଟିଆ (ୱିକେଟକିପର), ରାଜେଶ୍ୱରୀ ଗାଏକ୍ୱାଡ୍‌, ରିଚା ଘୋଷ ।

ବାଂଲାଦେଶ ଦଳ: ମୁର୍ଶିଦା ଖାତୁନ୍‌, ଶାମିମା ସୁଲତାନା,ସଞ୍ଜିଦା ଇସଲାମ୍‌,ନିଗାର ସୁଲତାନା (ୱିକେଟକିପର), ଫର୍ଗାନା ହକ୍‌, ରୁମାନା ଅହମ୍ମଦ, ସଲମା ଖାତୁନ୍ (କ୍ୟାପଟେନ୍‌),ଫାହିମା ଖାତୁନ୍‌, ଜାହାନାରା ଆଲମ୍‌, ପାନ୍ନା ଘୋଷ, ନାହିଦା ଅଖତର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.