ETV Bharat / sports

ମତଦାନ କଲେ ଗୌତମ ଗମ୍ଭୀର

ପୂର୍ବ ଦିଲ୍ଲୀର ରାଜିନ୍ଦର ନଗରର ଏକ ମତଦାନ କେନ୍ଦ୍ରରେ ଗୌତମ ଗମ୍ଭୀର ଭୋଟ ଦେଇଛନ୍ତି ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ
author img

By

Published : May 12, 2019, 11:22 AM IST

ନୂଆଦିଲ୍ଲୀ: 2019 ଲୋକସଭା ନିର୍ବାଚନ ପାଇଁ ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ ଚାଲୁ ରହିଛି । ପୂର୍ବ ଦିଲ୍ଲୀର ରାଜିନ୍ଦର ନଗରର ଏକ ମତଦାନ କେନ୍ଦ୍ରରେ ଗୌତମ ଗମ୍ଭୀର ଭୋଟ ଦେଇଛନ୍ତି । ଗମ୍ଭୀର ପୂର୍ବ ଦିଲ୍ଲୀରୁ ବିଜେପିରୁ ସାଂସଦ ପ୍ରାର୍ଥୀ ଅଛନ୍ତି ।

ଆମ ଆଦମୀ ପାର୍ଟିରୁ ଅତିଶୀ ମାରଲେନା ଓ କଂଗ୍ରେସରୁ ଅରବିନ୍ଦର ସିଂ ଲଭଲି ଗମ୍ଭୀରଙ୍କ ବିପକ୍ଷରେ ପ୍ରାର୍ଥୀ ଅଛନ୍ତି । ଆଜି ଦିଲ୍ଲୀର ସମସ୍ତ 7ଟି ଲୋକସଭା ଆସନ ପାଇଁ ମତଦାନ ଚାଲୁ ରହିଛି ।

Intro:Body:

PRABIR

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.