ETV Bharat / sitara

ପ୍ରିୟା ପ୍ରକାଶଙ୍କୁ ଭାରିପଡିଲା ଲିପ-ଲକ

ମଲାୟାଲୀ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟର, ଯିଏକି ଗତବର୍ଷ ଆଖିର ଇଶାରାରେ ରାତାରାତି ଷ୍ଟାର ପାଲଟିଯାଇଥିଲେ । ସେବେଠାରୁ କିଛିନାକିଛି କାରଣରୁ ପ୍ରିୟା ଚର୍ଚ୍ଚାରେ ରହୁଥିଲେ ମଧ୍ୟ ନିକଟରେ ଭାଲେଣ୍ଟାଇନ ଡେ'କୁ ଆଖିରେ ରଖି ନିର୍ମାତା ପୁଣି ଭାଇରାଲ କରିଛନ୍ତି ପ୍ରିୟାଙ୍କ ଲିପ-ଲକ । କିନ୍ତୁ ପ୍ରିୟା ତାଙ୍କ ୱିଙ୍କକୁ ନେଇ ଯେତିକି ପ୍ରଶଂସା ପାଇଥିଲେ, ଏବେ ଲିପ-ଲକକୁ ନେଇ କିନ୍ତୁ ହୋଇଛନ୍ତି ଟ୍ରୋଲର ଶିକାର ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ
author img

By

Published : Feb 9, 2019, 7:50 AM IST

ହାଇଦ୍ରାବାଦ: ମଲାୟାଲୀ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟର, ଯିଏକି ଗତବର୍ଷ ଆଖିର ଇଶାରାରେ ରାତାରାତି ଷ୍ଟାର ପାଲଟିଯାଇଥିଲେ । ସେବେଠାରୁ କିଛିନାକିଛି କାରଣରୁ ପ୍ରିୟା ଚର୍ଚ୍ଚାରେ ରହୁଥିଲେ ମଧ୍ୟ ନିକଟରେ ଭାଲେଣ୍ଟାଇନ ଡେ'କୁ ଆଖିରେ ରଖି ନିର୍ମାତା ପୁଣି ଭାଇରାଲ କରିଛନ୍ତି ପ୍ରିୟାଙ୍କ ଲିପ-ଲକ । କିନ୍ତୁ ପ୍ରିୟା ତାଙ୍କ ୱିଙ୍କକୁ ନେଇ ଯେତିକି ପ୍ରଶଂସା ପାଇଥିଲେ, ଏବେ ଲିପ-ଲକକୁ ନେଇ କିନ୍ତୁ ହୋଇଛନ୍ତି ଟ୍ରୋଲର ଶିକାର ।

ପ୍ରିୟା ମଲାୟାଲାମ ଫିଲ୍ମ 'ଓରୁ ଆଦାର ଲଭ' ଦ୍ବାରା ଡେବ୍ୟୁ କରୁଥିବାବେଳେ ସେହି ଫିଲ୍ମର କିଛିକିଛି ସିନକୁ ଧୀରେଧୀରେ ରିଭିଲ କରୁଛନ୍ତି ଫିଲ୍ମନିର୍ମାତା ଓମାର ଲୁଲୁ । ଗତବର୍ଷ ଦର୍ଶକ ପ୍ରିୟାଙ୍କୁ ୱିଙ୍କ କରୁଥିବାର ଦେଖିଥିବାବେଳେ ଏଥର କୋ-ଷ୍ଟାର ରୋଶନ ଅବଦୁଲଙ୍କ ସହ ସ୍କୁଲରେ ଲିପ ଲକ କରୁଥିବାର ଦେଖୁଛନ୍ତି ।

ତେବେ ଏହି ଲିପ-ଲକ ଭିଡିଓଟି ଫେବୃୟାରୀ 6ତାରିଖରେ ରିଲିଜ ହୋଇଥିବାବେଳେ ଏହାକୁ ୟୁଟ୍ୟୁବରେ 1,958,501ଭ୍ୟୁଜ ମିଳିସାରିଛି, କିନ୍ତୁ ପ୍ରାୟ 50,000 ଦର୍ଶକ ଏହି ଭିଡିକୁ କରିଛନ୍ତି ନାପସନ୍ଦ । ଖାଲି ଡିସଲାଇକ ନୁହେଁ ଭିଡିଓକୁ ନେଇ ଦର୍ଶକ କମେଣ୍ଟ ମଧ୍ୟ କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି, ଏହା ରୋମାନ୍ସ ନା ଫିଲ୍ମକୁ ପ୍ରମୋଟ କରିବାର ସହଜ ଉପାୟ ।

ଅନ୍ୟ ୟୁଜରମାନେ ମଧ୍ୟ ଏହା ଯୌନ ଉଦ୍ଦୀପକ ଭିଡିଓ କହି ଏହାକୁ ବ୍ୟାନ କରିବା ଦରକାର ବୋଲି କହିଛନ୍ତି । କିଛି ୟୁଜର ଏହି ଭିଡିଓଟି ସ୍କୁଲ ପିଲାଙ୍କୁ ପ୍ରଭାବିତ କରିପାରେ ବୋଲି କହିଛନ୍ତି । ପ୍ରକାଶ ଥାଉକି, ପ୍ରିୟା ଗତବର୍ଷ ତାଙ୍କ ୱିଙ୍କ ଯୋଗୁଁ ସୋସିଆଲ ମିଡିଆରେ ପ୍ରାୟ 19ମିଲିୟନ ଫଲୋୟର୍ସ କରିବାରେ ମଧ୍ୟ ସକ୍ଷମ ହୋଇଥିଲେ । ପ୍ରିୟାଙ୍କ କାମ କଥା କହିବାକୁ ଗଲେ, ସେ ବଲିଉଡରେ ଫିଲ୍ମ 'ଶ୍ରୀଦେବୀ ବଙ୍ଗଲୋ'ଦ୍ବାରା ଡେବ୍ୟୁ କରିବାକୁ ମଧ୍ୟ ଯାଉଛନ୍ତି ।

undefined

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.