ETV Bharat / sitara

ପରଦାରେ ପୁଣି ଭାରତ, ପାକିସ୍ତାନ ମୁହାଁମୁହିଁ - story

ପରଦାରେ ଦେଖିବାକୁ ମିଳିବ ଭାରତ, ପାକିସ୍ତାନ କାହାଣୀ । ଭାରତୀୟ ରାଜଦୂତଙ୍କ କାହାଣୀ ବର୍ତ୍ତମାନ ବଡ ପରଦାରେ ଦେଖିବାକୁ ମିଳିବ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Mar 7, 2019, 5:33 AM IST

ମୁମ୍ବାଇ: ଭାରତୀୟ ମହିଳା ଉଜମା ଅହମ୍ମଦଙ୍କୁ ପାକିସ୍ତାନ ମାଟିରୁ ହିନ୍ଦୁସ୍ତାନ ଫେରାଇ ଆଣିବାରେ ସାହାଯ୍ୟ କରିଥିବା ଭାରତୀୟ ରାଜଦୂତଙ୍କ କାହାଣୀ ବର୍ତ୍ତମାନ ବଡ ପରଦାରେ ଦେଖିବାକୁ ମିଳିବ । କଥିତ ରୂପେ ଉଜମାଙ୍କୁ ପାକିସ୍ତାନରେ ଇଚ୍ଛା ବିରୋଧରୋ ଜବରଦସ୍ତି ବିବାହ କରିବା ପାଇଁ ବାଧ୍ୟ କରାଯାଇଥିଲା ।

ସମୀର ଦୀକ୍ଷିତ, ଜତିଶ ଶର୍ମା, ଗିରୀଶ ଜୌହର ଏବଂ କେବଲ ଗର୍ଗଙ୍କ ମୁଭୀ ଷ୍ଟିଡିଓଜ ଇସଲାମାବାଦରେ ଭାରତର ପୂର୍ବତନ ଡେପୁଟି ହାଇ କମିଶନର ଜେ.ପି ସିଂହଙ୍କ ବାସ୍ତବ କାହାଣୀ ଉପରେ ଫିଲ୍ମ ତିଆରି କରାଯାଉଛି । ଯିଏ 2017ରେ ଉଜମାଙ୍କୁ ଭାରତକୁ ଆଣିବାକୁ ସାହାଯ୍ୟ କରିଥିଲେ ।

ଫିଲ୍ମର ଲେଖକ ରିତେଶ ଶାହା । ଯିଏ ଫିଲ୍ମ 'କାହାନୀ', 'ପିଙ୍କ', 'ଏୟାରଲିଫ୍ଟ' ଏବଂ 'ରେଡ' ଭଳି ଫିଲ୍ମର ପଟକଥା ଲେଖିସାରିଛନ୍ତି । ଫିଲ୍ମର ନିର୍ମାତା ଗତ ଫେବୃଆରୀରେ ଜେ.ପିଙ୍କ ସହ ସାକ୍ଷାତ କରିଥିଲେ । ଫିଲ୍ମରେ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ଆଧାରିତ ଚରିତ୍ର ମଧ୍ୟ ନଜର ଆସିବ ।

ସମୀର ଏକ ସାକ୍ଷାତକାରରେ କହିଥିଲେ କି ଜେ.ପିଙ୍କ ସହ ସାକ୍ଷାତକାର ପରେ ଆମେ ବୁଝିପାରିଥିଲୁ କି ଭାରତୀୟ ସରକାର ନିଜ ନାଗରିକଙ୍କ ଜୀବନର କେତେ ଚିନ୍ତା କରୁଛି । ସେ ଆହୁରି କହିଥିଲେ କି ଉଜମାଙ୍କୁ ବଞ୍ଚାଇବା ପାଇଁ ସୁଷମାଜି ମଧ୍ୟ ସାହାଯ୍ୟରେ ସାମିଲ ଥିଲେ ଏବଂ ବ୍ୟକ୍ତିଗତ ରୂପେ ଏହି ମାମଲା ଉପରେ ଦୃଷ୍ଟି ରଖିଥିଲେ ।

ଜୋହର ମିଡିଆକୁ କହିଥିଲେ କି ଏହା ବହୁତ ରୋମାଞ୍ଚଭରା କାହାଣୀ । ଜେ.ପି କେବଳ ଆମ ଫିଲ୍ମ ହିରୋ ନୁହେଁ ସେ ଜଣେ ସଚ୍ଚୋଟ ରାଷ୍ଟ୍ର ନାୟକ ମଧ୍ୟ ।

undefined

Intro:Body:

ମୋଦିଙ୍କୁ ଦିଗବିଜୟଙ୍କ ଚ୍ୟାଲେଞ୍ଜ: ମାମଲା ରୁଜୁ କରିବାକୁ ଦେଲେ ଆହ୍ବାନ

ନୂଆଦିଲ୍ଲୀ:  ପୁଲୱାମାରେ ଆତଙ୍କବାଦୀଙ୍କ ହମଲାକୁ ଦୁର୍ଘଟଣାର ନା ଦେଇଥିବା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ଏବେ ମୋଦି ସରକାରକୁ ସିଧାସଳଖ ଦେଇଛନ୍ତି ଚ୍ୟାଲେଞ୍ଜ । ଯଦି ହିମତ ଅଛି ମୋ ବିରୋଧରେ ମାମଲା ରୁଜୁ କର । ଗତକାଲି ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ଦିଗ ବିଜୟ ଆଉ ଏକ ଟ୍ବିଟ କରି ପୁଣି ଚର୍ଚ୍ଚାରେ ।

ମୋଦି ସରକାରକୁ ସିଧାସଳଖ ନିଶାନା କରି ଦିଗବିଜୟ ନିଜ ଟ୍ବିଟରେ କହିଛନ୍ତି 'ତମେ ଆଉ ତମ ମନ୍ତ୍ରୀ ମତେ ପାକିସ୍ତାନୀ ସପୋର୍ଟର ବା ଦେଶଦ୍ରୋହୀର ଆଖ୍ୟା ଦେଇ ସାରିଛ, ଦିଲ୍ଲୀରେ ଯେଉଁଠି ପୋଲିସ କେନ୍ଦ୍ର ସରକାରଙ୍କ ଅଧିନରେ ଅଛି ଯଦି ସାହାସ ଅଛି ମୋ ବିରୋଧରେ କେସ ଫାଇଲ କର' ।

ଗତ ଫେବୃୟାରୀ 14ରେ ଘଟିଥିବା ପୁଲୱାମା ଆତ୍ମଘାତୀ ଆକ୍ରମଣରେ 40ରୁ ଅଧିକ ଯବାନ ଶହୀଦ ହୋଇଥିଲେ । ଜୈସ-ଇ-ମହମ୍ମଦର ଆତଙ୍କବାଦୀଙ୍କ ଦ୍ବାରା ଏହି ବିସ୍ଫୋରଣ ହୋଇଥିଲା । ପ୍ରକୃତରେ ପୁଲୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନା ପକ୍ଷରୁ ହୋଇଥିଲା ଏୟାର ଷ୍ଟ୍ରାଇକ । ଏଥିରେ 300 ଆତଙ୍କବାଦୀ ମରିଥିବା ଦାବି କରାଯାଇଥିଲା । ଅସଲରେ କେତେ ଆତଙ୍କୀ ନିପାତ ହୋଇଛନ୍ତି ତାହାର ହିସାବ ଦେବାକୁ ସରକାରଙ୍କୁ କହିଛନ୍ତି ବିରୋଧୀ । ଏହାକୁ ନେଇ ଦିଗବିଜୟ ଗତକାଲି ଟ୍ବିଟ କରି ମୋଦି ସରକାରଙ୍କୁ ନିଶାନା ବନାଇଥିଲେ ।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.