ETV Bharat / sitara

ମତଦାନର ମହତ୍ତ୍ବ ବୁଝାଇଲେ ଛୋଟେ ନବାବ

ଦେଶବାସୀଙ୍କୁ ନିର୍ବାଚନ ଏବଂ ଭୋଟର ମହତ୍ବ ବିଷୟରେ ଶିଖାଇଲେ ଅଭିନେତା ସୈଫ ଅଲ୍ଲୀ ଖାନ । ନିକଟରେ ଏକ ପ୍ୟାନେଲ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ମତ ରଖିଥିଲେ ସୈଫ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସୈଫ ଅଲ୍ଲୀ ଖାନ
author img

By

Published : Apr 26, 2019, 11:50 PM IST

ମୁମ୍ବାଇ: ବର୍ତ୍ତମାନ ଦେଶରେ ଜାରି ରହିଛି ନିର୍ବାଚନ ତାତି । ଇତିମଧ୍ୟରେ ଭୋଟକୁ ନେଇ ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନ କହିଛନ୍ତି ଯେ ଦେଶବାସୀ ନିହାତି ମତଦାନ କରିବା କଥା ଏବଂ ମତଦାନ ନ କରିବାର ଅନ୍ୟ କୌଣସି ବିକଳ୍ପ ହେବା କଥା ନୁହେଁ । କାରଣ ଦେଶର ନାଗରିକ ନିଜ ମତଦାନର ଅଧିକାର ବ୍ୟବହାର କରି ଏକ ସକାରାତ୍ମକ ପରିବର୍ତ୍ତନ କରିପାରିବେ ।

'ହ୍ୟାଶ ୟୁନାଇଟେଡ ବାଇ ଭୋଟ କ୍ୟାମ୍ପେନ'ର ଲଞ୍ଚିଂ ଅବସରରେ ମଙ୍ଗଳବାର ଆୟୋଜିତ ହୋଇଥିବା ଏକ ପ୍ୟାନେଲ ଚର୍ଚ୍ଚାରେ ସୈଫଙ୍କୁ ଅନେକ ପ୍ରଶ୍ନ କରାଯାଇଥିଲା, ଯାହାର ଉତ୍ତର ସୈଫ ଶାନଦାର ରୂପେ ଦେଇଥିବାର ନଜର ଆସିଥିଲେ । ଯୁବବର୍ଗ ଭୋଟ ନ ଦେବା ପାଇଁ ସବୁବେଳେ ବଦନାମ । ଅନ୍ୟପଟେ ତାଙ୍କୁ ଏହି ପ୍ୟାନେଲରେ ଲୋକତନ୍ତ୍ରରେ ସଜ୍ଞା ବୁଝାଇଥିଲେ ସେ । ଦେଶବାସୀ ଭୋଟ ଦେବା ନିହାତି ଦରକାର ବୋଲି କହିଛନ୍ତି ସୈଫ ।

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.