ETV Bharat / sitara

ବାଲସୁବ୍ରମଣ୍ୟମଙ୍କୁ ଭେଟିବାକୁ ହସ୍ପିଟାଲରେ ପହଞ୍ଚିଲେ କମଲହାସନ - Kamalhassan Visited SPB in hospiatal

ବର୍ତ୍ତମାନ ପ୍ରଖ୍ୟାତ ଗାୟକ ଏସପି ବାଲସୁବ୍ରମଣ୍ୟମଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର। ଏହି ସମୟରେ ଅଭିନେତା କମଲହାସନ୍ ହସ୍ପିଟାଲରେ ପହଞ୍ଚି ବାଲସୁବ୍ରମଣ୍ୟମଙ୍କୁ ଭେଟିଛନ୍ତି । ଅଧିକ ପଢନ୍ତୁ...

Kamalhassan Visited SPB in hospiatal says singer is in critical condition
ବାଲସୁବ୍ରମଣ୍ୟମଙ୍କୁ ଭେଟିବାକୁ ହସ୍ପିଟାଲରେ ପହଞ୍ଚିଲେ କମଲହାସନ
author img

By

Published : Sep 24, 2020, 10:03 PM IST

ଚେନ୍ନାଇ: କୋରୋନା ଟେଷ୍ଟ ପଜିଟିଭ ଆସିବା ପରେ ପ୍ରଖ୍ୟାତ ଗାୟକ ଏସପି ବାଲସୁବ୍ରମଣ୍ୟମଙ୍କୁ ଗତ 5 ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ସୁବ୍ରମଣ୍ୟମ କୋରୋନାରୁ ସୁସ୍ଥ ହୋଇ ନେଗେଟିଭ ଚିହ୍ନଟ ହୋଇଥିବା ତାଙ୍କ ପୁଅ ଏସପିବି ଚରଣ ସୂଚନା ଦେଇଥିଲେ । କିନ୍ତୁ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଅଛି ।

ବାଲସୁବ୍ରମଣ୍ୟମଙ୍କୁ ଭେଟିବାକୁ ହସ୍ପିଟାଲରେ ପହଞ୍ଚିଲେ କମଲହାସନ

ଏହି ସମୟରେ ଅଭିନେତା କମଲହାସନ୍ ହସ୍ପିଟାଲରେ ପହଞ୍ଚି ବାଲସୁବ୍ରମଣ୍ୟମଙ୍କୁ ଭେଟିଛନ୍ତି ।

କମଲହାସନ କହିଛନ୍ତି, ବର୍ତ୍ତମାନ ବାଲସୁବ୍ରମଣ୍ୟମଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଅଛି ।

ଡାକ୍ତରଙ୍କ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ସୁବ୍ରମଣ୍ୟମଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହୋଇଯାଇଛି । ଏମଜିଏମ ବିଶେଷଜ୍ଞ ଟିମ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.