ETV Bharat / sitara

କିୟାରାଙ୍କ ପ୍ରେମରେ ଦିୱାନା ହେଲେ ଶାହିଦ, ଦେଖନ୍ତୁ ଭିଡିଓ

ରିଲିଜ ହୋଇଛି ବହୁ ଚର୍ଚ୍ଚିତ ଫିଲ୍ମ 'କବୀର ସିଂହ'ର ତୃତୀୟ ଗୀତ । ଗୀତରେ କିୟାରା ଓ ଶାହିଦଙ୍କ ଜବରଦସ୍ତ କେମେଷ୍ଟ୍ରୀ ପୁଣିଥରେ ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଶାହିଦ କପୁର
author img

By

Published : Jun 7, 2019, 5:41 AM IST

ମୁମ୍ବାଇ: ଶାହିଦ କପୁର ଓ କିୟାରା ଆଡଭାନୀଙ୍କ ଅଭିନୀତ ଫିଲ୍ମ 'କବୀର ସିଂହ' ବର୍ତ୍ତମାନ ଫ୍ୟାନ୍ସଙ୍କୁ କ୍ରେଜି କରି ସାରିଲାଣି । ଫିଲ୍ମର ଟ୍ରେଲର ଦେଖି ଫ୍ୟାନ୍ସ ଫିଲ୍ମକୁ ଦେଖିବାକୁ ଖୁବ୍ ଉତ୍ସାହିତ ଅଛନ୍ତି । ରିଲିଜ ପୂର୍ବରୁ ଫିଲ୍ମର ରିଲିଜ ହୋଇଥିବା ପୂର୍ବ ଦୁଇଟି ଗୀତ ମଧ୍ୟ ଦର୍ଶକଙ୍କ ମଧ୍ୟରେ ଖୁବ୍ ଚର୍ଚ୍ଚାରେ । ଏବେ ପୁଣି ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢାଇବା ପାଇଁ ଫିଲ୍ମର ତୃତୀୟ ଗୀତ ରିଲିଜ କରିଦେଇଛନ୍ତି ମେକର୍ସ ।

  • " class="align-text-top noRightClick twitterSection" data="">

ଫିଲ୍ମର ନୂଆ ଗୀତ 'ମେରେ ସୋନିୟା' ମଧ୍ୟ ଏକ ରୋମାଣ୍ଟିକ ଗୀତ । ଯାହାକୁ ଗାଇଛନ୍ତି ସଚେତ ଟଣ୍ଡନ ଓ ପମ୍ପପରା ଠାକୁର । ଗୀତରେ ମ୍ୟୁଜିକ ଏହି ଦୁଇଜଣ ଦେଇଥିବା ବେଳେ ଏହାକୁ ଲେଖିଛନ୍ତି ଇରଶାଦ କାମିଲ ।

ପ୍ରକାଶ ଥାଉକି 'କବୀର ସିଂହ' ତେଲୁଗୁ ହିଟ୍ ଫିଲ୍ମ 'ଅର୍ଜୁନ ରେଡ୍ଡୀ'ର ହିନ୍ଦି ରିମେକ ଫିଲ୍ମ । ଏହି ଦୁଇଟି ଫିଲ୍ମକୁ ନିର୍ଦ୍ଦେଶକ ସନ୍ଦୀପ ୱାଙ୍ଗ ହିଁ ନିର୍ଦ୍ଦେଶନା କରିଛନ୍ତି । ଅନ୍ୟପଟେ ଫିଲ୍ମର ପ୍ରଯୋଜନା ଦାୟିତ୍ବ ତୁଲାଇଛନ୍ତି ଭୂଷଣ କୁମାର, ମୁରାଜ ଖେତାନୀ, କୃଷ୍ଣା କୁମାର ଓ ଅଶ୍ବିନ ୱରଡେ । ଫିଲ୍ମ ଜୁନ 21ରେ ରିଲିଜ ହେବାକୁ ଯାଉଛି ।

Intro:Body:

terter

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.