ETV Bharat / sitara

ସମୁଦ୍ର ପାଣିରେ ଭିଜିଲେ ହିନା, ଫଟୋ ଭାଇରାଲ - hina-khan-share-glamour-photo

ଏବେ ହିନା ତାଙ୍କ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ସମୁଦ୍ରରେ ଭିଜୁଥିବାର ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

hina-khan-share-glamour-photo-on-her-instagram-account
ସମୁଦ୍ରରେ ଭିଜିଲେ ହିନା, ଫଟୋ ଭାଇରାଲ
author img

By

Published : Mar 27, 2021, 10:04 PM IST

ନୂଆଦିଲ୍ଲୀ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ ନିକଟରେ କଥିତ ବୟଫ୍ରେଣ୍ଡ ରକିଙ୍କ ସହ ସମୟ ବିତାଇବା ପାଇଁ ମାଳଦ୍ବୀପ ଯାଇଥିଲେ । ଯେଉଁଠାରୁ ସେ ସୋସିଆଲ ମିଡିଆରେ ନିଜର ଅନେକ ଫଟୋ, ଭିଡିଓ ସେୟାର କରି ଫ୍ୟାନ୍ସଙ୍କର ମଧ୍ୟ ମନୋରଞ୍ଜନ କରିଥିଲେ ।

ଏବେ ହିନା ତାଙ୍କ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ସମୁଦ୍ରରେ ଭିଜୁଥିବାର ଦେଖିବାକୁ ମିଳିଛି ।

ଫଟୋର କ୍ୟାପସନରେ ହିନା ଲେଖିଛନ୍ତି, ହାଏ...

ଏବେ ହିନାଙ୍କ ଏହି ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

କେବଳ ହିନାଙ୍କ ଫଟୋ ନୁହେଁ, ଏହି ଫଟୋର କ୍ୟାପସନକୁ ମଧ୍ୟ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି ।

ଆଜିକାଲି ହିନା ମାଳଦ୍ବୀପରେ ଛୁଟି ଉପଭୋଗ କରୁଛନ୍ତି। ସେ କ୍ରମାଗତ ଭାବରେ ମାଳଦ୍ବୀପରୁ ତାଙ୍କର ସୁନ୍ଦର ଫଟୋ ସେୟାର କରୁଛନ୍ତି ।

ପ୍ରକାଶ ଥାଉକି, ନିକଟରେ ହିନା ଲକ୍ସ ଫ୍ୟାଶନ ୱିକରେ ସାମିଲ ହୋଇଥିଲେ । ଯାହାର ଫଟୋ ସେ ଇନଷ୍ଟାଗ୍ରାମରେ ସେୟାର କରି ସମସ୍ତଙ୍କ ହୋସ୍ ଉଡାଇଥିଲେ । ଶୋ ଷ୍ଟପର୍ ଭାବରେ ୱାକ କରିବାକୁ ନେଇ ସେ ଗର୍ବିତ ଅନୁଭବ କରୁଥିବା କଥା ମଧ୍ୟ ଜଣାଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.