ETV Bharat / sitara

ନିଜକୁ କ୍ରିଏଟିଭ କରିବା ପାଇଁ ଏହା କରୁଛନ୍ତି ମସ୍ତାନୀ - ମସ୍ତାନୀ

ଅନ୍-ସ୍କ୍ରିନ୍ କରିସ୍ମା ପାଇଁ ଜଣାଶୁଣା ଦୀପିକା ପାଦୁକୋନ୍, ନିଜକୁ କ୍ରିଏଟିଭ ରଖିବା ପାଇଁ ଅନଲାଇନ୍ ସ୍କ୍ରିପ୍ଟ କାହାଣୀ ଶୁଣି ଲକଡାଉନର ସମୟକୁ ଉପଯୋଗ କରୁଛନ୍ତି । ଅଧିକ ପଢନ୍ତୁ...

deepika padukone is doing this work to keep herself creative
ନିଜକୁ କ୍ରିଏଟିଭ ରଖିବା ପାଇଁ ଏହି କାର୍ଯ୍ୟ କରୁଛନ୍ତି ମସ୍ତାନୀ
author img

By

Published : Jun 9, 2020, 9:50 PM IST

ମୁମ୍ବାଇ: ଲକଡାଉନ ଆରମ୍ଭରୁ ଦୀପିକା ପାଦୁକୋନ ଚଳଚ୍ଚିତ୍ରର ଏକ ତାଲିକା ପ୍ରସ୍ତୁତ କରିଥିଲେ । ଏହି ସମୟ ମଧ୍ୟରେ ସେ ଅନେକ ଭଲ ଚଳଚ୍ଚିତ୍ର ଏବଂ ୱେବ୍ ସିରିଜ ଦେଖି ତାଙ୍କ ସମୟ ଅତିବାହିତ କରିଥିଲେ ।

କେବଳ ଏତିକି ନୁହେଁ, ଦୀପିକା ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକମାନଙ୍କ ସହ କିଛି ଟିପ୍ସ ସେୟାର କରିବା ମଧ୍ୟ ଆରମ୍ଭ କରିଛନ୍ତି ।

ଦୀପିକାଙ୍କର ଇନଷ୍ଟାଗ୍ରାମରେ ତାଙ୍କର ଏକ ହାଇଲାଇଟ୍ ଅଛି । ଯେଉଁଥିରେ ତାଙ୍କର ପରାମର୍ଶର ଏକ ତାଲିକା ଅନ୍ତର୍ଭୁକ୍ତ । ଏହାକୁ 'ଦୀପିଙ୍କ ପରାମର୍ଶ' କୁହାଯାଉଛି । ଏହି ପରାମର୍ଶଗୁଡ଼ିକରେ 'ଜୋଜୋ ରାବିଟ୍', 'ଫାଣ୍ଟମ୍ ଥ୍ରେଡ୍', 'ହେରା', 'ଇନସାଇଡ୍ ଆଉଟ୍', 'ସିଲ୍ପନେସ ନାଇଟ୍ସ ଇନ ସଟେଲ' ଏବଂ 'ପାତାଲ୍ ଲୋକ' ଭଳି ଶୋ ଅନ୍ତର୍ଭୁକ୍ତ ।

ଅନ୍-ସ୍କ୍ରିନ୍ କରିସ୍ମା ପାଇଁ ଜଣାଶୁଣା ଦୀପିକା ପାଦୁକୋନ୍ ନିଜକୁ କ୍ରିଏଟିଭ ରଖିବା ପାଇଁ ଅନଲାଇନ୍ ସ୍କ୍ରିପ୍ଟ କାହାଣୀ ଶୁଣି ଲକଡାଉନର ସମୟକୁ ଉପଯୋଗ କରୁଛନ୍ତି ।

ନିକଟରେ ଦୀପିକା ଫ୍ଲିଲ୍ମ 83ରେ ସ୍ବାମୀ ତଥା ଅଭିନେଚା ରଣବୀର ସିଂ ସହ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.