ETV Bharat / sitara

ବାହୁବଳୀ ନିର୍ଦ୍ଦେଶକ ଓ ପରିବାରଙ୍କ କୋରୋନା ରିପୋର୍ଟ ନେଗେଟିଭ

ତେଲୁଗୁ ନିର୍ଦ୍ଦେଶକ ଏସ୍ ଏସ ରାଜାମୌଉଲି ଏବଂ ତାଙ୍କ ପରିବାର କୋରୋନା ଭାଇରସ ଭଳି ଭୟଙ୍କର ମହାମାରୀ ଯୁଦ୍ଧରେ ଜିତିଛନ୍ତି । ସମସ୍ତଙ୍କ କୋଭିଡ -19 ରିପୋର୍ଟ ନେଗେଟିଭ ଆସିଛି । ରାଜାମୌଉଲି ନିଜେ ଏହି ସୂଚନା ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

baahubali director rajamouli family test negative for covid 19
ବାହୁବଳୀ ନିର୍ଦ୍ଦେଶକ ଓ ପରିବାରଙ୍କ କୋରୋନା ନେଗଟିଭ
author img

By

Published : Aug 12, 2020, 9:22 PM IST

ମୁମ୍ବାଇ: ସାରା ଦେଶରେ କୋରୋନା ଭାଇରସ ଅତି ଦ୍ରୁତ ଗତିରେ ବ୍ୟାପୁଛି । ଏଭଳି ପରିସ୍ଥିତିରେ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ଏହାର ଶିକାର ହେଉଛି ।

ନିକଟରେ ଖବର ଆସିଥିଲା ​​ଯେ, ପ୍ରଭାସଙ୍କ ଅଭିନୀତ ଚଳଚ୍ଚିତ୍ର 'ବାହୁବଲୀ' ଏବଂ 'ବାହୁବଲୀ-୨'ର ନିର୍ଦ୍ଦେଶକ ଏସ୍ ଏସ ରାଜାମୌଉଲିଙ୍କ ସମେତ ତାଙ୍କ ପରିବାର କରୋନା ପଜିଟିଭ୍ ।

ଏହି ସୂଚନା ନିର୍ଦ୍ଦେଶକ ନିଜେ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଥିଲେ । ଏଭଳି ପରିସ୍ଥିତିରେ ନିର୍ଦ୍ଦେଶକଙ୍କ ସମେତ ପରିବାରକୁ ହୋମ କ୍ବାରେଣ୍ଟାଇନରେ ରଖାଯାଇଥିଲା ।

  • Completed 2 weeks of quarantine! No symptoms. Tested just for the sake of it... It is negative for all of us...
    Doctor said we need to wait 3 weeks from now to see if we've developed enough antibodies for plasma donation!

    — rajamouli ss (@ssrajamouli) August 12, 2020 " class="align-text-top noRightClick twitterSection" data=" ">

ବର୍ତ୍ତମାନ 2 ସପ୍ତାହ ପରେ ନିର୍ଦ୍ଦେଶକ ଏବଂ ତାଙ୍କ ପରିବାରର କୋରୋନା ରିପୋର୍ଟ ନେଗେଟିଭ ବାହାରିଛି ।

ଏହି ସୂଚନା ମଧ୍ୟ ରାଜାମୌଉଲି ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ଦେଇଛନ୍ତି । ସେ କହିଛନ୍ତି ଯେ 2 ସପ୍ତାହର ହୋମ କ୍ବାରେଣ୍ଟାଇନ ଶେଷ ହୋଇଛି । ଆମ ସମସ୍ତଙ୍କର କୋରୋନା ରିପୋର୍ଟ ନେଗେଟିଭ ବାହାରିଛି । ଡାକ୍ତର ଆମକୁ ଆହୁରି 3 ସପ୍ତାହ ଅପେକ୍ଷା କରିବାକୁ କହିଛନ୍ତି ।

ପ୍ରକାଶ ଥାଉ କି, ରାଜାମୌଉଲି ଆଜିକାଲି ଫିଲ୍ମ ଆରଆରଆରରେ କାମ କରୁଛନ୍ତି । ଏହି ଚଳଚ୍ଚିତ୍ରରେ ରାମଚରନ୍, ଆଲିଆ ଭଟ୍ଟ, ଅଜୟ ଦେବଗନ୍ ଏବଂ ଶ୍ରେୟା ସରଣ ପ୍ରମୁଖ ଭୂମିକାରେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.