ETV Bharat / sitara

ମାତୃ ଦିବସରେ ସମସ୍ତ ମାତାଙ୍କୁ ଏକ ଗୀତ ଉତ୍ସର୍ଗ କରିବେ ଆୟୁଷ୍ମାନ ଖୁରାନା - Ayushman Khurana will dedicate a song

ମାତୃ ଦିବସର ବିଶେଷ ଉତ୍ସବରେ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ସମସ୍ତ ମା’ ଙ୍କୁ ଏକ ଗୀତ ଉତ୍ସର୍ଗ କରିବେ । ଯାହାର ଟାଇଟଲ ହେଉଛି 'ମା' । ଏହି ଗୀତଟିକୁ ରୋଚକ କୋହଲି ରଚନା କରିଛନ୍ତି ଏବଂ ଗୁରୁପ୍ରୀତ ସେନି ଲେଖିଛନ୍ତି । ରବିବାର ଅଭିନେତା ଏହି ଗୀତଟିକୁ ରିଲିଜ କରିବେ । ଅଧିକ ପଢନ୍ତୁ...

Ayushman Khurana will dedicate a song to all the mothers on Mother's Day
ମାତୃ ଦିବସରେ ସମସ୍ତ ମାତାଙ୍କୁ ଏକ ଗୀତ ଉତ୍ସର୍ଗ କରିବେ ଆୟୁଷ୍ମାନ ଖୁରାନା
author img

By

Published : May 10, 2020, 12:49 AM IST

ମୁମ୍ବାଇ: ରବିବାରର ଦିନ ହେଉଛି ମାତୃ ଦିବସ । ଏହି ମାତୃ ଦିବସର ବିଶେଷ ଉତ୍ସବରେ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ସମସ୍ତ ମା’ଙ୍କୁ ଏକ ଗୀତ ଉତ୍ସର୍ଗ କରିବେ । ଯାହାର ଟାଇଟେଲ ହେଉଛି 'ମା' ।

ଆୟୁଷ୍ମାନ କହିଛନ୍ତି ଯେ, ପ୍ରତ୍ୟେକ ଦିନକୁ ମାତୃ ଦିବସ କୁହାଯିବା ଉଚିତ । କାରଣ, ପିଲାମାନଙ୍କ ପ୍ରତି ମା’ଙ୍କର ନିଃସ୍ୱାର୍ଥପର ପ୍ରେମ ଏବଂ ବଳିଦାନକୁ ଦୃଷ୍ଟିରେ ରଖି ଆମେ ସେମାନଙ୍କ ପାଇଁ ଏହି ମାତୃ ଦିବସ ଦିବସକୁ ପାଳନ କରିଥାଉ ।

ଏହି ମାତୃ ଦିବସର ଏକ ବିଶେଷ ଅବସରରେ ମୁଁ 'ମା' ନାମକ ଏକ ଗୀତ ପୋଷ୍ଟ କରିବି, ଯାହା ଆମ ତରଫରୁ ପ୍ରତ୍ୟେକ ମା’ଙ୍କୁ ଉତ୍ସର୍ଗୀକୃତ ଅଟେ ।

ଆୟୁଷ୍ମାନ ଆହୁରି କହିଛନ୍ତି ଯେ, 'ମା' ନାମକ ଗୀତଟିକୁ କାଲି ମୁଁ ଗାଇବି । ଏହି 'ମା' ନାମକ ଗୀତଟିକୁ ରୋଚକ କୋହଲି ରଚନା କରିଛନ୍ତି ଏବଂ ଗୁରୁପ୍ରୀତ ସେନି ଲେଖିଛନ୍ତି ।

ଆୟୁଷ୍ମାନ ତାଙ୍କ ବିଷୟରେ କହିଛନ୍ତି ଯେ, ମୁଁ ମୋର ପ୍ରିୟ ବନ୍ଧୁ ରୋଚଙ୍କ ସହ ଜଡିତ, ଯିଏ ଏହି ସୁନ୍ଦର ଗୀତକୁ ରଚନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.