ନୂଆଦିଲ୍ଲୀ: ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଟାଇଗର ଶ୍ରଫଙ୍କ ସହ କରଣ ଜୋହରଙ୍କ ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର ୨’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ଅନନ୍ୟାଙ୍କୁ ବେଶ ପସନ୍ଦ କରିଥିଲେ ଦର୍ଶକ।
ନିକଟରେ ଅନନ୍ୟା କୋଭିଡ-19 ମଧ୍ୟରେ ସୁଟିଂ ସେଟକୁ ଫେରିଥିଲେ ।
- " class="align-text-top noRightClick twitterSection" data="
">
ଆଜି, ଅନନ୍ୟା 'ଖାଲି ପିଲି'ର ସେଟରୁ ଏକ ଥ୍ରୋ ବ୍ୟାକ୍ ଫଟୋ ଇଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ଅନନ୍ୟା, ଏକ ଗୋଲାପୀ ରଙ୍ଗର ପାରମ୍ପାରିକ ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳିଥିଲା ।
ଏହି ଫଟୋର କ୍ୟାପସନ୍ ରେ ଅନନ୍ଯା ଲେଖିଛନ୍ତି, 'ଟେକ୍ ମି ବ୍ୟାକ୍ # ଖାଲୀ ପିଲି ଫଟୋ' ।
ନିକଟରେ ଅନନ୍ୟା ଏବଂ ଈଶାନଙ୍କ ଫିଲ୍ମ 'ଖାଲି ପିଲି'ର ଟିଜର ରିଲିଜ ହୋଇଥିଲା ।
ମକବୁଲ ଖାନ ଫିଲ୍ମ 'ଖାଲି ପିଲି' ନିର୍ଦ୍ଦେଶନା ଦେଇଥିଲେ ।