ETV Bharat / international

ଇଂଲଣ୍ଡରେ ସର୍ବକନିଷ୍ଠ 6 ସପ୍ତାହ ଶିଶୁର କୋରୋନରେ ମୃତ୍ୟୁ

ଇଂଲଣ୍ଡରେ କୋରୋନା ଆକ୍ରାନ୍ତରେ ସର୍ବକନିଷ୍ଠ 6 ସପ୍ତାହର ଶିଶୁର ମୃତ୍ୟୁ ଘଟିଥିବା ଜାତୀୟ ସ୍ୱାସ୍ଥ୍ୟ ସେବା ନିଶ୍ଚିତ କରିଛନ୍ତି । ଶୁକ୍ରବାର ଦିନ ଇଂଲଣ୍ଡର ହସ୍ପିଟାଲରେ ଶିଶୁ ସମେତ 332 ଜଣଙ୍କ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ...

6-week-old baby becomes UK''s youngest COVID-19 victim
ଇଂଲଣ୍ଡରେ ସର୍ବକନିଷ୍ଠ 6 ସପ୍ତାହ ଶିଶୁର କୋରୋନରେ ମୃତ୍ୟୁ
author img

By

Published : May 9, 2020, 11:52 PM IST

ଲଣ୍ଡନ: ବର୍ତ୍ତମାନ ସାରା ବିଶ୍ବରେ ତାଣ୍ଡବ ରଚୁଛି ମହାମାରୀ କୋରୋନା । ସମସ୍ତ ପ୍ରକାର ଉଦ୍ୟମ ସତ୍ତ୍ବେ କୋରୋନାକୁ ରୋକିବା ବିଶ୍ବବାସୀଙ୍କ ପକ୍ଷେ ଏଯାବତ ସମ୍ଭବ ହୋଇ ନାହିଁ। ଏପଟେ ଇଂଲଣ୍ଡରେ କୋରୋନା ଆକ୍ରାନ୍ତରେ ସର୍ବକନିଷ୍ଠ 6 ସପ୍ତାହର ଶିଶୁର ମୃତ୍ୟୁ ଘଟିଥିବା ଜାତୀୟ ସ୍ୱାସ୍ଥ୍ୟ ସେବା ନିଶ୍ଚିତ କରିଛନ୍ତି । ରିପୋର୍ଟ ଅନୁଯାୟୀ ଶୁକ୍ରବାର ଦିନ ଇଂଲଣ୍ଡର ହସ୍ପିଟାଲରେ ଶିଶୁ ସମେତ 332 ଜଣଙ୍କ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି । ଯାହାଫଳରେ ଇଂଲଣ୍ଡର ହସ୍ପିଟାଲରେ ମୃତ୍ୟୁ ସଂଖ୍ୟା 22,764 ରେ ପହଞ୍ଚିଛି ବୋଲି ଜାତୀୟ ସ୍ୱାସ୍ଥ୍ୟ ସେବା (NHS) ଇଂଲଣ୍ଡ ମୁଖପାତ୍ର କହିଛନ୍ତି ।

ତେବେ ଶୁକ୍ରବାର କୋରୋନାରେ ମୃତ୍ୟୁ ହୋଇଥିବା 332 ଜଣଙ୍କ ମଧ୍ୟରୁ 22 ଜଣଙ୍କ ବୟସ 40 ରୁ 96 ବର୍ଷ ବୟସ ମଧ୍ୟରେ ଥିବା ବେଳେ ସେମାନେ ନିଜ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ଜାଣିନଥିଲେ । ୟୁରୋପରେ COVID-19 ମୃତ୍ୟୁ ସଂଖ୍ୟାରେ ବ୍ରିଟେନ ସର୍ବାଧିକ । ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା 31,316 ରେ ପହଞ୍ଚିଛି, ଯେଉଁଥିରେ 212,629ଟି ପଜିଟିଭ୍ ମାମଲା ନିଶ୍ଚିତ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.