ETV Bharat / entertainment

RRR ଅଭିନେତା ଷ୍ଟିଭେନସନଙ୍କ ନିଧନ, ଶୋକ ପ୍ରକାଶ କଲେ ରାଜାମୌଲି

author img

By

Published : May 23, 2023, 11:02 AM IST

ଆରପାରିରେ RRR ଅଭିନେତା ଷ୍ଟିଭେନସନ । 58 ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଷ୍ଟିଭେନସନଙ୍କ ଦେହାନ୍ତ ଖବର ଶୁଣି ହଲିଉଡଠାରୁ ଆରମ୍ଭ କରି ବଲିଉଡ ଏବଂ ସାଉଥ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଅଧିକ ପଢନ୍ତୁ

RRR ଅଭିନେତା ଷ୍ଟିଭେନସନଙ୍କ ନିଧନ, ଶୋକ ପ୍ରକାଶ କଲେ ଏସ ଏସ ରାଜାମୌଲି
RRR ଅଭିନେତା ଷ୍ଟିଭେନସନଙ୍କ ନିଧନ, ଶୋକ ପ୍ରକାଶ କଲେ ରାଜାମୌଲି

ମୁମ୍ବାଇ: RRR ଏବଂ ଥର୍‌ ଫେମ୍‌ ଅଭିନେତା ଷ୍ଟିଭେନସନଙ୍କର ପରଲୋକ ହୋଇଛି । ଏହି ଖବର ଭାରତ ଏବଂ ବିଦେଶର ଚଳଚ୍ଚିତ୍ର ଜଗତ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଅଟେ । ମେ' 21ରେ ଇଟାଲୀର ଆନ୍ନା ରିଜୋଲି ହସ୍ପିଟାଲରେ ତାଙ୍କ ମୃତ୍ୟୁ ଘଟିଛି । 59 ତମ ଜନ୍ମଦିନର 4 ଦିନ ପୂର୍ବରୁ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ଷ୍ଟିଭେନସନ। ଏହି ଦୁଃଖଦ ଖବର ଶୁଣି ଅଭିନେତାଙ୍କ ପ୍ରଶଂସକ ଏବଂ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି । ଓସ୍କାର ବିଜେତା ଚଳଚ୍ଚିତ୍ର RRR ନିର୍ଦ୍ଦେଶକ ରାଜାମୌଲି ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ଏଥି ସହିତ ହଲିଉଡ ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତା ଜେମ୍ସ ଗୁନ୍ ମଧ୍ୟ ଅଭିନେତାଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।

  • Shocking... Just can't believe this news. Ray brought in so much energy and vibrancy with him to the sets. It was infectious. Working with him was pure joy.

    My prayers are with his family. May his soul rest in peace. pic.twitter.com/HytFxHLyZD

    — rajamouli ss (@ssrajamouli) May 23, 2023 " class="align-text-top noRightClick twitterSection" data=" ">

ରେ' ଷ୍ଟିଭେନସନଙ୍କ ସହ RRR ପରି ଏକ ସଫଳ ଫିଲ୍ମ ନିର୍ମାଣ କରିଥିବା ଲୋକପ୍ରିୟ ନିର୍ଦ୍ଦେଶକ ରାଜାମୌଲି ହଲିଉଡ ଅଭିନେତାରେ ଷ୍ଟିଭେନସନଙ୍କ ଦେହାନ୍ତରେ ଆଶ୍ଚର୍ଯ୍ୟ ହୋଇଛନ୍ତି । ରାଜାମୌଲି ରେ'ଙ୍କ ସହ ଟ୍ବିଟରରେ ନିଜର ଏକ ସୁନ୍ଦର ଫଟୋ ସେୟାର କରି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଷ୍ଟିଭେନସନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପରିବାରକୁ ସମବେଦନା ଜଣାଇଛନ୍ତି । ରାଜାମୌଲି ଫଟୋ ସେୟାର କରି ଲେଖିଛନ୍ତି, "ଷ୍ଟିଭେନସନଙ୍କ ମୃତ୍ୟୁ ଖବରକୁ ମୁଁ ବିଶ୍ବାସ କରିପାରୁନାହିଁ । ସେଟ୍‌ରେ ତାଙ୍କ ଉପସ୍ଥିତି ଉତ୍ସାହରେ ପୂର୍ଣ୍ଣ ରହୁଥିଲା । ଏହା ପ୍ରକୃତରେ ଦୁଃଖଦାୟକ, ତାଙ୍କ ସହ କାମ କରିବା ଏକ ବଡ଼ ଅନୁଭୂତି ଥିଲା, ତାଙ୍କ ପରିବାର ପାଇଁ ମୋର ପ୍ରାର୍ଥନା, ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ।"

  • I’m shocked and saddened by the tragic news that a great actor and my good friend Ray Stevenson has passed away. I will miss you Big Ray! Life is short so make the most of it people. #RIP #RayStevenson pic.twitter.com/atcNWKLSYM

    — Scott Adkins (@TheScottAdkins) May 22, 2023 " class="align-text-top noRightClick twitterSection" data=" ">

ସେହିପରି ଟ୍ବିଟ୍‌ କରି ଆମେରିକୀୟ ଚଳଚ୍ଚିତ୍ର ନିର୍ମାତା ଜେମ୍ସ ଗୁନ୍ ଷ୍ଟିଭେନସନଙ୍କ ବିୟୋଗ ଖବର ଶୁଣି ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ସେ ଲେଖିଛନ୍ତି, "ଆପଣଙ୍କ ଦେହାନ୍ତ ଖବର ଶୁଣି ମୋ ହୃଦୟ ଭାଙ୍ଗିଯାଇଛି । ଆପଣ ଏହି ବୟସରେ ମଧ୍ୟ ଯୁବକ ଥିଲେ, ଥର-2 ଏବଂ କିଛି ଇଭେଣ୍ଟରୁ ଆପଣଙ୍କୁ ଜାଣିଥିଲି । ଆପଣଙ୍କ ସହ ବହୁତ ଭଲ ସମୟ ବିତିଛି । ଆପଣଙ୍କ ସହ କାମ କରିବା ଏକ ସ୍ମରଣୀୟ ଅଭିଜ୍ଞତା ଥିଲା ।" ଏଥି ସହିତ ବ୍ରିଟିଶ ଅଭିନେତା ସ୍କଟ୍‌ ଆଡକିନ୍ସ ମଧ୍ୟ ଅଭିନେତାଙ୍କ ବିୟୋଗକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।

  • Damn. So sorry to hear about the passing, far too young, of Ray Stevenson. I only knew him a little from shooting post-credits of Thor 2 & a couple interactions at events, but we had some good laughs & he was a joy to work with. His friends & family are in my heart today. ♥️

    — James Gunn (@JamesGunn) May 22, 2023 " class="align-text-top noRightClick twitterSection" data=" ">

ସୂଚନା ଥାଉ କି, ମେ 25ରେ 59 ବର୍ଷ ବୟସରେ ପାଦ ଥାପିଥାନ୍ତେ ଷ୍ଟିଭେନସନ । ହେଲେ ଜନ୍ମଦିନ 4 ଦିନ ପୂର୍ବରୁ ସେ ଆରପାରିକୁ ଚାଲିଯାଇଛନ୍ତି । ରେ' ଷ୍ଟିଭେନସନ ଗ୍ଲୋବାଲ ହିଟ୍‌ ଫିଲ୍ମ RRRରେ ଖଳନାୟକ ଚରିତ୍ର ସ୍କଟ ବକ୍ସନଙ୍କ ଭୂମିକାରେ ଅଭିନୟ କରିଥିଲେ । ତେବେ RRR ଫିଲ୍ମ ବ୍ୟତୀତ ସେ ମାର୍ବଲ ଫିଲ୍ମ 'ଥର୍‌'ରେ କାମ କରିଥିଲେ । ସେ 50ରୁ ଅଧିକ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇ ଲୋକପ୍ରିୟତା ହାସଲ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.