ETV Bharat / elections

‘ନବୀନ ବାବୁ ଆଉ ମାସକର ମୁଖ୍ୟମନ୍ତ୍ରୀ’

ଶୁକ୍ରବାର ଜଗତସିଂହପୁର ଜିଲ୍ଲାର ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି କେନ୍ଦ୍ର ପ୍ରେଟୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍ଥାନୀୟ ବୋରିକିନା କଲେଜ ପଡିଆରେ ଅନୁଷ୍ଠିତ ଏକ ସାଧାରଣ ସଭାରେ କେନ୍ଦ୍ରମନ୍ତ୍ରୀ ଯୋଗଦେଇ ନବୀନଙ୍କୁ ଟାର୍ଗେଟ୍ କରିଥିଲେ ।

ଫଟୋ ସୌଜନ୍ଯ: ପ୍ରତିନିଧି, ଜଗତସିଂହପୁର
author img

By

Published : Apr 27, 2019, 12:20 AM IST

ଜଗତସିଂହପୁର: ଆଉମାତ୍ର ଦୁଇ ଦିନ ପରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଏନେଇ ଶୁକ୍ରବାର ଜଗତସିଂହପୁର ଜିଲ୍ଲାର ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ର ପ୍ରେଟୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍ଥାନୀୟ ବୋରିକିନା କଲେଜ ପଡିଆରେ ଅନୁଷ୍ଠିତ ଏକ ସାଧାରଣ ସଭାରେ କେନ୍ଦ୍ରମନ୍ତ୍ରୀ ଯୋଗଦେଇ ନବୀନଙ୍କୁ ଟାର୍ଗେଟ କରିଥିଲେ ।

ଭିଡିଓ ସୌଜନ୍ଯ: ପ୍ରତିନିଧି, ଜଗତସିଂହପୁର

ସେ କହିଥିଲେ, ନବୀନବାବୁ ଆଉ ମାସକର ମୁଖ୍ୟମନ୍ତ୍ରୀ । କାରଣ ମହାବାତ୍ୟା ପରେ ପରେ ବାଜପେୟୀ ସରକାର ୭ ଲକ୍ଷ ଘର ଓ ୧୨ ଶହ କୋଟି ଟଙ୍କାର ସହାୟତା ଦେଇଥିଲେ । କିନ୍ତୁ ନବୀନ ସରକାର ଲୋକଙ୍କୁ ଭୂଆଁ ବୁଲାଇ ଓଡିଶାବାସୀଙ୍କ ପାଇଁ କିଛି କରି ନଥିବା ସେ କହିଥିଲେ ।

ତେବେ ଡବଲ ଇଞ୍ଜିନ୍ ସରକାର ଯଦି କ୍ଷମତାକୁ ଆସେ ତେବେ ବିକାଶ ସମ୍ଭବ ହୋଇପାରିବ । ଏହି ସଭାରେ ବରିଷ୍ଟ ବିଜେପି ନେତା ତଥା ବିଧାୟକ ପ୍ରାର୍ଥି ଡ.ଦାମଦୋର ରାଉତ, ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ ପ୍ରମୁଖ ଉପସ୍ଥିତ ଥିଲେ ।

ଜଗସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.