ETV Bharat / elections

ସଦର ନିର୍ବାଚନ ମଣ୍ଡଳୀରୁ ଆରମ୍ଭ ହେଲା ବିଜେଡି ପ୍ରଚାର

ବାଲେଶ୍ୱର ଜିଲ୍ଲା ସଦର ନିର୍ବାଚନ ମଣ୍ଡଳୀରେ ରବିବାର ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସଦର ବିଧାୟକ ପ୍ରାର୍ଥୀ ଭାବେ ଜୀବନ ପ୍ରଦୀପ ଦାଶ ବିଜେଡିରୁ ମଇଦାନକୁ ଓହ୍ଲାଇଛନ୍ତି। ତେବେ ଆସନ୍ତାକାଲି ସେ ନାମାଙ୍କନପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Apr 7, 2019, 8:54 PM IST

ବାଲେଶ୍ୱର: ସଦର ନିର୍ବାଚନ ମଣ୍ଡଳୀରୁ ଆରମ୍ଭ ହେଲା ବିଜେଡି ପ୍ରଚାର । ବାଲେଶ୍ୱର ଜିଲ୍ଲା ସଦର ନିର୍ବାଚନ ମଣ୍ଡଳୀରେ ରବିବାର ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସଦର ବିଧାୟକ ପ୍ରାର୍ଥୀ ଭାବେ ଜୀବନ ପ୍ରଦୀପ ଦାଶ ବିଜେଡିରୁ ମଇଦାନକୁ ଓହ୍ଲାଇଛନ୍ତି। ତେବେ ଆସନ୍ତାକାଲି ସେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି। ଏନେଇ ରବିବାର ସେ ନିଜର ସମର୍ଥକଙ୍କୁ ସେ ନିର୍ବାଚନୀ ମନ୍ତ୍ର ଦେଇଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ତେବେ ଏହି କର୍ମୀ ସମ୍ମିଳନୀରେ ବାଲେଶ୍ୱର ସାଂସଦ ପ୍ରାର୍ଥୀ ରବୀନ୍ଦ୍ର ଜେନାଙ୍କ ସମେତ ବିଜେଡିର ବହୁ ନେତାମାନେ ଯୋଗଦେଇ କର୍ମୀଙ୍କୁ ଉତ୍ସାହିତ କରିଥିଲେ। ଏଥିସହ ବିଜେଡି ସରକାର ସବୁବେଳେ ମହିଳାଙ୍କ ପାଇଁ ଯୋଜନା ପ୍ରଣୟନ କରୁଛି ବୋଲି ଏହି ସଭାରେ କୁହାଯାଇଥିଲା। ତେଣୁ ଆଗାମୀ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟ ଦେଇ ବିଜୟୀ କରିବାକୁ ଆହ୍ବାନ ଦିଆଯାଇଥିଲା।

ତେବେ ସଦର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଓ କାଉନସିଲ ୱାର୍ଡରୁ ବିଜେଡି କର୍ମୀମାନେ ଶୋଭାଯାତ୍ରା କରି ସଭାସ୍ଥଳରେ ପହଞ୍ଚିଥିଲେ। ରବୀନ୍ଦ୍ର ଜେନା ଓ ଜୀବନ ପ୍ରଦୀପ ଦାଶ ସ୍ଲୋଗାନରେ ସଭା ଅଞ୍ଚଳ କମ୍ପି ଉଠିଥିଲା।

ବାଲେଶ୍ୱରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱର ଜିଲ୍ଲା ସଦର ନିର୍ବାଚନ ମଣ୍ଡଳୀରେ ଆଜି ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସଦର ନିର୍ବାଚନ ମଣ୍ଡଳୀର ଆଜିଠୁଁ ଆରମ୍ଭ ହୋଇଛି ନିର୍ବାଚନୀ ପ୍ରଚାର। ସଦର ବିଧାୟକ ପ୍ରାର୍ଥୀ ଭାବେ ଜୀବନ ପ୍ରଦୀପ ଦାଶ ବିଜେଡିରୁ ମଇଦାନକୁ ଓହ୍ଲାଇଛନ୍ତି। ଆସନ୍ତା କାଲି ସେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି। ଏନେଇ ଆଜି ସେ ନିଜର ସମର୍ଥକଙ୍କୁ ନିର୍ବାଚନୀ ମନ୍ତ୍ର ଦେଇଛନ୍ତି।

Body:ଏହି କର୍ମୀ ସମ୍ମିଳନୀରେ ବାଲେଶ୍ୱର ସାଂସଦ ପ୍ରାର୍ଥୀ ରବୀନ୍ଦ୍ର ଜେନାଙ୍କ ସମେତ ବିଜେଡିର ବହୁ ନେତାମାନେ ଯୋଗଦେଇ କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ। ମହିଳାମାନଙ୍କୁ ଅଗ୍ରାଧିକାର ଦେଉଥିବା ବିଜେଡି ସରକାର ସବୁବେଳେ ମହିଳାଙ୍କ ପାଇଁ ଯୋଜନା ପ୍ରଣୟନ କରୁଛି ବୋଲି କୁହାଯାଇଥିଲା। ଆଗାମୀ ନିର୍ବାଚନରେ ବିଜେଡି ପ୍ରାର୍ଥୀମାନଙ୍କୁ ବିପୁଳ ଭୋଟ ଦେଇ ବିଜୟୀ କରିବାକୁ ଆହ୍ବାନ ଦିଆଯାଇଥିଲା। ସଦର ନିର୍ବାଚନ ମଣ୍ଡଳୀର ବ୍ୟାପକ ବିକାଶ ପାଇଁ ବିଜେଡିକୁ ସମର୍ଥନ ପାଇଁ କର୍ମୀମାନେ ନିଜ ଅଞ୍ଚଳରେ ପ୍ରଚାର ପ୍ରସାର କରିବା ପାଇଁ କୁହାଯାଇଥିଲା।

Conclusion:ସଦର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଓ କାଉନସିଲ ୱାର୍ଡରୁ ବିଜେଡି କର୍ମୀମାନେ ଶୋଭାଯାତ୍ରା କରି ସଭାସ୍ଥଳରେ ପହଞ୍ଚିଥିଲେ। ରବୀନ୍ଦ୍ର ଜେନା ଓ ଜୀବନ ପ୍ରଦୀପ ଦାଶ ସ୍ଲୋଗାନରେ ସଭା ଅଞ୍ଚଳ କମ୍ପି ଉଠିଥିଲା।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.