ETV Bharat / elections

ନବୀନଙ୍କ ସହ ଶପଥ ନେବେ 11 କ୍ୟାବିନେଟ ଓ 9 ରାଷ୍ଟ୍ରମନ୍ତ୍ରୀ

ଆସନ୍ତାକାଲି (ବୁଧବାର) ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହା ସହିତ ତାଙ୍କ ମନ୍ତ୍ରୀ ପରିଷଦ ମଧ୍ୟ ଶପଥ ନେବେ । ତେବେ ଏଥିପାଇଁ ନବୀନ ନିବାସରୁ ମନ୍ତ୍ରୀ ପଦ ପାଇଁ ବିଜୟୀ ବିଧାୟକଙ୍କ ପାଖକୁ ଯାଇଛି ଫୋନ କଲ ।

ଫାଇଲ ଫଟୋ
author img

By

Published : May 28, 2019, 7:50 PM IST

Updated : May 29, 2019, 9:29 AM IST

ଭୁବନେଶ୍ବର: ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବିଜୟ ପରେ ଆସନ୍ତାକାଲି (ବୁଧବାର) ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ପଞ୍ଚମ ଥର ପାଇଁ ଶପଥ ନେବେ । ନବୀନ ପଟ୍ଟନାୟକଙ୍କ ସହିତ 11ଜଣ କ୍ୟାବିନେଟ ଓ 9 ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ନେବେ । ଏଥିପାଇଁ ରାଜଧାନୀର ପ୍ରଦର୍ଶନୀ ପଡିଆରେ ଭବ୍ୟ ଆୟୋଜନର ବ୍ୟବସ୍ଥା କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏପଟେ ମନ୍ତ୍ରୀ ପଦ ପାଇଁ ବିଧାୟକଙ୍କ ନିକଟକୁ ଯାଇଛି ଫୋନ କଲ । ତେବେ ଫୋନ କଲ ଯାଇଥିବା ବିଧାୟକଙ୍କ ମଧ୍ୟରେ ଅଭିଜ୍ଞ ଭଟଲି ବିଧାୟକ ସୁଶାନ୍ତ ସିଂ, ଝାରସୁଗୁଡା ବିଧାୟକ ନବ ଦାସ, ଭୁବନେଶ୍ବର (ଏକାମ୍ର) ବିଧାୟକ ଅଶୋକ ପଣ୍ଡା, ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାସ, ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ, ମାହାଙ୍ଗା ବିଧାୟକ ପ୍ରତାପ ଜେନା, ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ସୋନପୁର ବିଧାୟକ ନିରଞ୍ଜନ ବେହେରା, ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ, ଜୁନାଗଡ ବିଧାୟକ ଦିବ୍ୟଶଙ୍କର ମିଶ୍ର, ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଆଠଗଡ ବିଧାୟକ ରଣେନ୍ଦ୍ରପ୍ରତାପ ସ୍ବାଇଁ, ବିଷମକଟକ ବିଧାୟକ ଜଗନ୍ନାଥ ସାରକା, କାମାକ୍ଷା ନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ, ନୟାଗଡ଼ ବିଧାୟକ ଅରୁଣ ସାହୁ, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ପ୍ରମୁଖ କ୍ୟାବିନେଟ ପାହ୍ୟାର ମନ୍ତ୍ରୀ ହେବେ । ମହିଳା ନେତ୍ରୀଙ୍କ ମଧ୍ୟରେ କୋଟପାଡର ପଦ୍ମିନୀ ଦିଆନ, ଟିଟିଲାଗଡର ଟୁକୁନି ସାହୁ ମଧ୍ୟ ମନ୍ତ୍ରୀ ପଦ ପାଇବେ ବୋଲି ଜଣାପଡ଼ିଛି।

ଅନ୍ୟପଟେ ସୂର୍ଯ୍ୟନାରାୟଣ ପାତ୍ର ବାଚସ୍ପତି ହେବାକୁ ଥିବାବେଳେ ପ୍ରମିଳା ମଲିକ ମୁଖ୍ୟ ସଚେତକ ହେବେ । ତେବେ ଏହି ବିଧାୟକଙ୍କୁ କେଉଁ ବିଭାଗ ମିଳିବା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ନବୀନଙ୍କ ମନ୍ତ୍ରିମଣ୍ଡଳରେ ପ୍ରଥମ ଥର ପାଇଁ ମନ୍ତ୍ରୀ ହେବେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପଦ୍ମିନୀ ଦିଆନ, ଟୁକୁନି ସାହୁ, ସମୀର ରଞ୍ଜନ ଦାସ, ରଘୁନନ୍ଦନ ଦାସ, ଜଗନ୍ନାଥ ସାରକା, ତୁଷାରକାନ୍ତି ବେହେରା ସାମିଲ ହୋଇଛନ୍ତି ।

ମନ୍ତ୍ରୀ ପଦ ପାଇବାକୁ ଥିବା ବିଧାୟକଙ୍କ ତାଲିକା
ମୁଖ୍ୟମନ୍ତ୍ରୀ

  • ନବୀନ ପଟ୍ଟନାୟକ

କ୍ୟାବିନେଟ ପାହ୍ୟା

  • ରଣେନ୍ଦ୍ର ପ୍ରତାପ ସ୍ବାଇଁ(ଆଠଗଡ଼)
  • ବିକ୍ରମକେଶରୀ ଆରୁଖ(ଭଞ୍ଜନଗର)
  • ପ୍ରଫୁଲ୍ଲ ମଲ୍ଲିକ(କାମାକ୍ଷା ନଗର)
  • ନିରଞ୍ଜନ ପୂଜାରୀ(ସୋନପୁର)
  • ପଦ୍ମନାଭ ବେହେରା(ବୀରମହାରାଜପୁର)
  • ପ୍ରତାପ ଜେନା(ମାହାଙ୍ଗା)
  • ଅରୁଣ କୁମାର ସାହୁ(ନୟାଗଡ଼)
  • ସୁଦାମ ମାରାଣ୍ଡି(ବାଙ୍ଗିରିପୋଷି)
  • ସୁଶାନ୍ତ ସିଂ(ଭଟଲି)
  • ନବକିଶୋର ଦାସ(ଝାରସୁଗୁଡ଼ା)
  • ଟୁକୁନି ସାହୁ(ଟିଟିଲାଗଡ଼)

ରାଷ୍ଟ୍ର ମନ୍ତ୍ରୀ

  • ଅଶୋକ ଚନ୍ଦ୍ର ପଣ୍ଡା(ଭୁବନେଶ୍ବର ଏକାମ୍ର)
  • ସମୀର ରଞ୍ଜନ ଦାଶ(ନିମାପଡ଼ା)
  • ଜ୍ୟୋତିପ୍ରକାଶ ପାଣିଗ୍ରାହୀ(ସିମୁଳିଆ)
  • ଦିବ୍ୟଶଙ୍କର ମିଶ୍ର(ଜୁନାଗଡ଼)
  • ପ୍ରେମାନନ୍ଦ ନାୟକ(ତେଲକୋଇ)
  • ରଘୁନନ୍ଦନ ଦାସ(ବାଲିକୁଦା-ଏରସମା)
  • ପଦ୍ମିନୀ ଦିଆନ(କୋଟପାଡ଼)
  • ତୁଷାରକାନ୍ତି ବେହେରା(କାକଟପୁର)
  • ଜଗନ୍ନାଥ ସାରକା(ବିଷମ କଟକ)

ଭୁବନେଶ୍ବରରୁ ଅଜିତ କୁମାର ଦାଶ, ଇଟିଭି ଭାରତ

Intro:Body:Conclusion:
Last Updated : May 29, 2019, 9:29 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.