ETV Bharat / city

ସିଡିଏମଓଙ୍କ ନିଲମ୍ବନ ପ୍ରତିବାଦ: ବିଜେପି ପକ୍ଷରୁ 6 ଘଣ୍ଟିଆ ସୁନ୍ଦରଗଡ ବନ୍ଦ - ସିଡିଏମଓଙ୍କ ନିଲମ୍ବନରେ ବିଜେପିର ପ୍ରତିବାଦ

ସୁନ୍ଦରଗଡ ସିଡିଏମଓଙ୍କ ନିଲମ୍ବନ ନେଇ ବିଜେପି ପକ୍ଷରୁ 6 ଘଣ୍ଟିଆ ସୁନ୍ଦରଗଡ ବନ୍ଦ । ସକାଳ 6ଟାରୁ ମଧ୍ୟାହ୍ନ 12 ଟା ପର୍ଯ୍ୟନ୍ତ ବନ୍ଦ ରହିବ ଦୋକାନ ବଜାର ଓ ସରକାରୀ କାର୍ଯ୍ୟାଳୟ ।

ସିଡିଏମଓଙ୍କ ନିଲମ୍ବନ ପ୍ରତିବାଦ: ବିଜେପି ପକ୍ଷରୁ 6 ଘଣ୍ଟିଆ ସୁନ୍ଦରଗଡ ବନ୍ଦ
author img

By

Published : Oct 14, 2019, 8:41 AM IST

Updated : Oct 14, 2019, 12:40 PM IST

ରାଉରକେଲା : ସୁନ୍ଦରଗଡ ସିଡିଏମଓଙ୍କ ନିଲମ୍ବନ ନେଇ ରାଜନୀତି । ବିଜେପି ପକ୍ଷରୁ 6 ଘଣ୍ଟିଆ ସୁନ୍ଦରଗଡ ବନ୍ଦ । ସକାଳ 6ଟାରୁ ମଧ୍ୟାହ୍ନ 12 ଟା ପର୍ଯ୍ୟନ୍ତ ବନ୍ଦ ରହିବ ଦୋକାନ ବଜାର ଓ ସରକାରୀ କାର୍ଯ୍ୟାଳୟ । ସ୍କୁଲ, କଲେଜ ଓ ଗାଡି ମୋଟର ଚଳାଚଳ ବନ୍ଦରୁ ବାଦ୍‌ । ପଦଯାତ୍ରା ମାଧ୍ୟମରେ ପ୍ରତିବାଦ ଓ ବିକ୍ଷୋଭ କରିଛି ବିଜେପି । ସେପଟେ ସକାଳ 10.30 ପରେ ଆନ୍ଦୋଳନକାରୀମାନେ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ଅଫିସ ଏବଂ କୋର୍ଟ ମଧ୍ୟ ବନ୍ଦ କରିଛନ୍ତି ।

ସିଡିଏମଓଙ୍କ ନିଲମ୍ବନ ପ୍ରତିବାଦ: ବିଜେପି ପକ୍ଷରୁ 6 ଘଣ୍ଟିଆ ସୁନ୍ଦରଗଡ ବନ୍ଦ

ଗତକାଲି(ରବିବାର) ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ‘ମୋ ସରକାର’ ଯୋଜନା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନଥିବା ଦର୍ଶାଇ ସିଡିଏମଓ ପଙ୍କଜ ପଟେଲଙ୍କୁ ନିଲମ୍ବନ କରାଯାଇଥିଲା । ଏହା ସହ ଏନେଇ ଜିଲ୍ଲାପାଳଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ କରାଯାଇଥିଲା । ସୂଚନା ଥାଉକି, ଗତକାଲି ‘5ଟି’ ସଚିବ କାର୍ତ୍ତିକେୟନ ପାଣ୍ଡିଆନ ସୁନ୍ଦରଗଡ ଜିଲ୍ଲା ପରିଦର୍ଶନରେ ଯାଇ ‘ମୋ ସରକାର’ ଯୋଜନାକୁ ଅନୁଧ୍ୟାନ କରିଥିଲେ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା: ସିଡିଏମଓଙ୍କ ନିଲମ୍ବନକୁ ବିଜେପିର ବିରୋଧ । ପଦଯାତ୍ରା ମାଧ୍ୟମରେ ପ୍ରତିବାଦ ଓ ବିକ୍ଷୋଭ କରିଛି ବିଜେପି । ଏହା ସହ ସୋମବାର ୬ ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା ଦେଇଛି ଦଳ। ପ୍ରଭାବରେ ଦୋକାନ ବଜାର ରହିଛି। ସରକାରୀ କାର୍ଯ୍ୟାଳୟ ଉପରେ ବାଣ୍ଡ ର ପ୍ରଭାବ କେତେ ପଡିବ ତାହା 10 ତରେ ସ୍ପଷ୍ଟ ହେବ।
Body:ଗତ କାଲି 5ଟି ସଚିବ ଭି.କେ ପଣ୍ଡିଆନ ସହିତ ଅନ୍ୟମାନେ ସୁନ୍ଦରଗଡ଼ ଗସ୍ତ ରେ ଆସି ଦେଖିଥିଲେ କି ହସ୍ପିଟାଲ ର ବିଭିନ୍ନ ଯାଞ୍ଚ ବାହାର ର ଏକ ଲାଵ ରେ କର ଯାଉଛି ଏହା ପାଇବା ପରେ cdmo କୁ ନିଲମ୍ବିତ କରିବା ସହିତ ଜିଲ୍ଲାପାଳ କୁ ଶୋ କଜ ଦିଅ ଯାଇଥିଲା।Conclusion:ସୁନ୍ଦରଗଡ଼ ବିଜେପି cdmo ର ନିଲମ୍ବର ର କାଲି ପ୍ରତିବାଦ କରିବା ସହିତ 6 ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା। ଦୋକାନ ବଜାର ରହିଛି କିନ୍ତୁ ସୁନ୍ଦରଗଡ଼ ର ବିଭିନ୍ନ ସ୍ଥାନ ରେ ପୋଲିସ ବ୍ୟବସ୍ଥା କର ଯାଇଛି। ଗାଡି ତଥା ବସ ଚଳାଚଳ କୁ ବନ୍ଦ ରୁ ଅଲଗା ରଖ ଯାଇଛି।
Last Updated : Oct 14, 2019, 12:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.