ETV Bharat / city

ରଥଯାତ୍ରା ପାଇଁ ସମୁଦ୍ର କୂଳରେ ସୁଦର୍ଶନଙ୍କ ବାଲୁକାକଳା

ମଙ୍ଗଳବାର ବଡଦାଣ୍ଡରେ ଗଡିବ ରଥ । ରଥଯାତ୍ରା ପାଇଁ ସମୁଦ୍ର କୂଳରେ ସୁଦର୍ଶନଙ୍କ ବାଲୁକାକଳା । ଅଧିକ ପଢନ୍ତୁ..

sand art by sudarshan pattnaik in puri sea beach
ରଥଯାତ୍ରା ପାଇଁ ସମୁଦ୍ର କୂଳରେ ସୁଦର୍ଶନଙ୍କ ବାଲୁକାକଳା
author img

By

Published : Jun 22, 2020, 10:48 PM IST

ପୁରୀ: ଶ୍ରୀମନ୍ଦିରରୁ ବାହାରି ବଡଦାଣ୍ଡରେ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି । ମଙ୍ଗଳବାର ପାରମ୍ପରିକ ରୀତିନିତିରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ତେବେ ସୁପ୍ରିମକୋର୍ଟର ଅନୁମତି ପରେ ସଭିଏଁ ଖୁସି ଅଛନ୍ତି । ପୁରୀ ସମୁଦ୍ର ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିର୍ମାଣ କରିଛନ୍ତି ତିନି ରଥର ବାଲୁକା କଳା ।

ଟ୍ବିଟ କରି ମହାପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ରଥଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି । ବାଲୁକା କଳାରେ ତିନି ଠାକୁରଙ୍କ ସମେତ ତିନି ରଥକୁ ସୁନ୍ଦର ଭାବେ ତିଆରି କରିଛନ୍ତି ସୁଦର୍ଶନ ।

@Twitter

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.