ETV Bharat / city

ଶୂନ୍ୟ ପହଣ୍ଡିରେ ଶ୍ରୀମନ୍ଦିର ଗଲେ ଦେବୀ ସୁଭଦ୍ରା

ଦର୍ପଦଳନ ରଥ ଛାଡି ନୀଳକନ୍ଦର ବାହୁଡିଲେ ଦେବୀ ସୁଭଦ୍ରା । ଶୂନ୍ୟ ପହଣ୍ଡିରେ ଶ୍ରୀମନ୍ଦିର ଯାତ୍ରା କରିଛନ୍ତି ଦେବୀ ସୁଭଦ୍ରା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Jul 15, 2019, 7:00 PM IST

Updated : Jul 16, 2019, 12:08 AM IST

ପୁରୀ: ନବ ଦିନାତ୍ମକ ଯାତ୍ରା ପରେ ଦର୍ପଦଳନ ରଥ ଛାଡି ନୀଳକନ୍ଦର ବାହୁଡିଲେ ଦେବୀ ସୁଭଦ୍ରା । ଶୂନ୍ୟ ପହଣ୍ଡିରେ ଶ୍ରୀମନ୍ଦିର ଯାତ୍ରା କରିଛନ୍ତି ଦେବୀ ସୁଭଦ୍ରା । ଦଇତାପତିଙ୍କ କାନ୍ଧରେ ରତ୍ନବେଦୀ ଯାଇଛନ୍ତି ଦେବୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏହି ଅବସରରେ ସିଂହଦ୍ବାର ହରିବୋଲ, ହୁଳହୁଳି ଧ୍ବନିରେ ପ୍ରକମ୍ପିତ ହେଉଛି । ସୁଦର୍ଶନ ଓ ବଡଠାକୁର ପହଣ୍ଡିରେ ବଡଦେଉଳ ଯିବା ପରେ ଦେବୀ ସୁଭଦ୍ରା ଶ୍ରୀମନ୍ଦିର ଯାଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

BLANK FOR LINK STORY 

Conclusion:
Last Updated : Jul 16, 2019, 12:08 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.