ETV Bharat / city

ରଥଯାତ୍ରାରେ ମନ୍ଦିରରେ ଜମିଲା ଭିଡ଼, 10 ହଜାର ଫାଇନ ଗଣିଲେ କର୍ତ୍ତୃପକ୍ଷ

author img

By

Published : Jul 12, 2021, 7:05 PM IST

ମନ୍ଦିରରେ ଭିଡ଼ କରିବା ପଡ଼ିଲା ମହଙ୍ଗା । 10 ହଜାର ଫାଇନ ଗଣିଲା ସିଡିଏ ସେକ୍ଟର-6ରେ ଥିବା ଜଗନ୍ନାଥ ମନ୍ଦିର ପ୍ରଶାସନ । ଅଧିକ ପଢ଼ନ୍ତୁ...

devotee gathers in cuttcak jagannath temple, CDA sector-6 jagannath temple, cmc enforcement team, 10 thousand fine from temple administration, ରଥଯାତ୍ରା ବେଳେ ମନ୍ଦିରରେ ଭିଡ଼, ମନ୍ଦିରରେ ଜମିଲା ଭିଡ଼, 10 ହଜାର ଫାଇନ ଗଣିଲା ମନ୍ଦିର ପ୍ରଶାସନ, ସେକ୍ଟର-6 ଜଗନ୍ନାଥ ମନ୍ଦିର
ମନ୍ଦିରରେ ଜମିଲା ଭିଡ଼, 10 ହଜାର ଫାଇନ ଗଣିଲା ମନ୍ଦିର କର୍ତ୍ତୃପକ୍ଷ

କଟକ: ରଥଯାତ୍ରା ପାଇଁ ଜାରି ନିୟମର କଟକରେ ହେଲା ଉଲଙ୍ଘନ । 10 ହଜାର ଫାଇନ ଗଣିଲେ ମନ୍ଦିର କର୍ତ୍ତୃପକ୍ଷ । କଟକରେ କୋଭିଡ କଟକଣା ଜୋରଦାର ରହିଥିଲା ବେଳେ ରଥଯାତ୍ରା ସମୟରେ ମନ୍ଦିର ପରିସରରେ ପ୍ରବଳ ଭିଡ଼ ଜମାଇବା ହେଲା କାଳ ।

10 ହଜାର ଫାଇନ ଗଣିଲା ମନ୍ଦିର କର୍ତ୍ତୃପକ୍ଷ

ସିଡିଏ ସେକ୍ଟର-6 ରେ ଥିବା ଜଗନ୍ନାଥ ମନ୍ଦିରରେ ଭିଡ଼ର ଖବର ପାଇଥିଲା ସିଏମସି । ରଥଯାତ୍ରା ଉପଲକ୍ଷେ ମନ୍ଦିର ପରିସରରେ ଗହଳି ଲାଗିବା ନେଇ ଖବର ପାଇବା ପରେ ସିଏମସିର କୋଭିଡ ଏନଫୋର୍ସମେଣ୍ଟ ଟିମ ଚଢ଼ାଉ କରିଥିଲା । 10,000 ଫାଇନ ଗଣିଲେ ମନ୍ଦିର କର୍ତ୍ତୃପକ୍ଷ ।

ଜଗା ମନ୍ଦିର ରେ ଲାଗିଲା ଭିଡ଼ , ଫାଇନ ଗଣିଲେ ମନ୍ଦିର କତ୍ତୃପକ୍ଷ

ତେବେ କଟକରେ କୋଭିଡ ଗ୍ରାଫ ସର୍ବଦା ଉପରମୁଁହା ରହୁଥିବା ବେଳେ ସୋମବାର ମନ୍ଦିର ପରିସରରେ ଏପରି ଭିଡ଼ ସିଏମସିର ନିଦ ହଜାଇ ଦେଇଥିଲା । ତେବେ ରଥଯାତ୍ରା ପାଇଁ ଉକ୍ତ ଜଗନ୍ନାଥ ମନ୍ଦିରରେ ଅବଢାର ଆୟୋଜନ ମଧ୍ୟ ହୋଇଥିଲା । ଯାହାକୁ ନେଇ ଜମିଥିଲା ଭିଡ଼ ।

ଅବଢ଼ା ପାଇଁ ଭିଡ଼

ଭୁବନେଶ୍ବରରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.