ETV Bharat / city

ବଢୁଛି କୋଭିଡ ସଂକ୍ରମଣ: ନିୟମ ପାଳନ ଉପରେ ଫୋକସ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଆଗୁଆ ସଚେତନ ହୋଇଛି ଜିଲ୍ଲା ପ୍ରଶାସନ । କୋଭିଡ ମୁକାବିଲା ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି । ଅଧିକ ପଢ଼ନ୍ତୁ

cuttack collector instructed for compliance corona guideline
ବଢୁଛି ସଂକ୍ରମଣ
author img

By

Published : Jul 16, 2022, 3:05 PM IST

କଟକ: ରାଜ୍ୟରେ ବଢୁଛି ସଂକ୍ରମଣ । ଯାହାକି ରାଜ୍ୟ ସରକାରଙ୍କ ପୁଣି ଚିନ୍ତାର କାରଣ ପାଲଟିଛି । ବିଶେଷକରି କଟକ ଓ ଭୁବନେଶ୍ୱରରେ ତିନି ଅଙ୍କରୁ କମୁନି କରୋନା ଗ୍ରାଫ । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ କୋଭିଡ ମୁକାବିଲା ପାଇଁ ବ୍ୟାପକ ଟୀକାକରଣ ଉପରେ ଫୋକସ କରିଛି । ସମସ୍ତ ଜିଲ୍ଲାବାସୀଙ୍କୁ କୋରୋନା ନିୟମ ପାଳନ କରିବା ପାଇଁ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ନିବେଦନ କରିଛନ୍ତି ।

ବଢୁଛି ସଂକ୍ରମଣ: ବ୍ୟାପକ ଟୀକାକରଣ ଉପରେ ଫୋକସ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ସର୍ବସାଧାରଣ ସ୍ଥାନରେ ମାସ୍କ ପରିଧାନ, ସାମାଜିକ ଦୂରତା ବଜାର ରଖିବା ଓ ଜ୍ଵର ଥଣ୍ଡା ହେଲେ ଟେଷ୍ଟ କରେଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳ ଆହୁରି କହିଛନ୍ତି "ବର୍ତ୍ତମାନ ସମୟରେ ଯେତିକି ପିଜେଟିଭ କେସ୍‌ ଆସୁଛି ତାହା କୋଭିଡର ସାମାନ୍ୟ ଲକ୍ଷଣ । ଏହାସହ କୌଣସି ରୋଗୀ ଗୁରୁତର ହେଉ ନାହାନ୍ତି । ଯଥେଷ୍ଟ ମେଡିକାଲ ସେବା ମହଜୁଦ ରହିଥିବାରୁ ଯେଉଁ ୧୦୦ ଉପରେ ସଂକ୍ରମଣ ରହୁଛି ତାହାକୁ ସଠିକ ଚିକିତ୍ସା ଜାରି ରହିଛି ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.