ETV Bharat / city

ବିଚ ରାସ୍ତାରେ କୁକୁର ଭୁକିବାରୁ ଗୁଳି କରିଦେଲେ ଯୁବକ - ବିଚ ରାସ୍ତାରେ କୁକୁର ଭୁକିବାରୁ ଗୁଳି କରିଦେଲେ ଯୁବକ

ବିଚ ରାସ୍ତାରେ କୁକୁର ଭୁକିବାରୁ ଗୁଳି କରିଦେଲେ ଯୁବକ । ଅଧିକ ପଢନ୍ତୁ

ବିଚ ରାସ୍ତାରେ କୁକର ଭୁକିବାରୁ ଗୁଳି କରିଦେଲେ ଯୁବକ
ବିଚ ରାସ୍ତାରେ କୁକୁର ଭୁକିବାରୁ ଗୁଳି କରିଦେଲେ ଯୁବକ
author img

By

Published : Jan 19, 2022, 10:51 PM IST

ଭୁବନେଶ୍ବର: ବିଚ ରାସ୍ତାରେ କୁକୁର ଭୁକିବାରୁ ଗୁଳି କରିଦେଲେ ଯୁବକ। ଖଣ୍ଡଗିରି ଥାନାରେ ଅଭିଯୋଗ। ଏ ଭଳି ଅମାନବୀୟ ଘଟଣା ଘଟିଛି ରାଜଧାନୀର । ଏନେଇ ଏକ ସ୍ବେଚ୍ଛାସେବୀ ସଂସ୍ଥା ପକ୍ଷରୁ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରାଜୁ କରାଯାଇଛି ।

ନିରୀହ ପଶୁକୁ ଗୁଳି କଲେ ଯୁବକ । କୁକୁର ଭୁକିଲା ବୋଲି ବିଚ ରାସ୍ତାରେ କୁକୁରକୁ ଗୁଳି କରିଛନ୍ତି । ୨ କୁକୁରକୁ କଲେ ଗୁଳିମାଡ କରିଛନ୍ତି । ଗୁଳିମାଡରେ ଗୋଟିଏ କୁକୁର ମୃତ ହୋଇଥିବା ବେଳେ ଆଉ ଗୋଟିଏ କୁକୁର ହସପିଟାଲରେ ଗୁରୁତର। ରାଜଧାନୀର ଖଣ୍ଡଗିରି ଥାନା ଜାଗମରା ଅଞ୍ଚଳର ଜଣେ ଯୁବକଙ୍କ ଏଭଳି ଅମାନବୀୟ କାଣ୍ଡ ପାଇ ଥାନାରେ ଅଭିଯୋଗ ହୋଇଛି । କିତାବ ପଟ୍ଟନାୟକ ନାମକ ଯୁବକ ନାମରେ ସେବା ହି ସଂକଳ୍ପ ନାମକ ସସ୍ଥା ପକ୍ଷରୁ ଅଭିଯୋଗ ହୋଇଛି ।

Animal cruelty act ରେ ଗିରଫ ପାଇଁ ଅଭିଯୋଗ କରାଯାଇଛି । ଏନେଇ ଖଣ୍ଡଗିରି ଥାନ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଯୁବକର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.