ETV Bharat / city

କ୍ୟାପିଟାଲ ହସ୍ପିଟାଲରେ ଚକ୍ଷୁ ପରୀକ୍ଷା କଲେ ବାଚସ୍ପତି ସୂର୍ଯ୍ୟ ପାତ୍ର - କ୍ୟାପିଟାଲ ହସ୍ପିଟାଲରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

ଚକ୍ଷୁଜନିତ ସମସ୍ୟା ନେଇ କ୍ୟାପିଟାଲ ହସ୍ପିଟାଲରେ ଚକ୍ଷୁ ଚିକିତ୍ସା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ପାତ୍ର ।

ଫାଇଲ ଫଟୋ
author img

By

Published : Nov 3, 2019, 2:57 PM IST

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଚକ୍ଷୁଜନିତ ସମସ୍ୟା ନେଇ ଦୀର୍ଘ ସମୟ ଧରି ସେ ଚକ୍ଷୁ ବିଭାଗରେ ଚିକିତ୍ସିତ ହୋଇଥିଲେ । ହସ୍ପିଟାଲରେ ତାଙ୍କର ବିଭିନ୍ନ ପ୍ରକାରର ପରୀକ୍ଷା ନିରୀକ୍ଷା କରିଥିଲେ ।

ଫଟୋ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର

ସୂଚନାନୁସାରେ, ରବିବାର ସକାଳେ ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ଚକ୍ଷୁରେ କିଛି ସମସ୍ୟା ହୋଇଥିଲା । ଯାହାର ଚିକିତ୍ସା ପାଇଁ ସେ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ । ସମସ୍ତ ଚିକିତ୍ସା ସରିବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ହସ୍ପିଟାଲରୁ ସେ ଘରକୁ ଯାଇଥିଲେ । ସୂର୍ଯ୍ୟ ପାତ୍ର ଚିକିତ୍ସା ପାଇଁ ଆସିଥିବାବେଳେ କ୍ୟାପିଟାଲ ହସ୍ପିଟାଲର ସ୍ବଚ୍ଛତାକୁ ଦେଖି ଖୁସି ବ୍ୟକ୍ତ କରିଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:କ୍ୟାପିଟାଲ ହସ୍ପିଟାଲ ରେ ସ୍ପିକର ସୂର୍ଯ୍ୟ ନାରାୟଣ ପାତ୍ର। କ୍ୟାପିଟାଲ ହସ୍ପିଟାଲରେ ସ୍ପିକର ସୂର୍ଯ୍ୟ ପାତ୍ର। ଆଖି ଜନିତ ରୋଗ ରହିଥିବାରୁ ଚକ୍ଷୁ ବିଭାଗରେ ଦୀର୍ଘ ସମୟ ଧରି ଚିକିତ୍ସିତ ହୋଇଥିଲେ। ଆଖିର ବିଭିନ୍ନ ପ୍ରକାରର ପରୀକ୍ଷା ନିରୀକ୍ଷା କରିଥିଲେ। ଆଜି ସକାଳ ସମୟରେ ଚକ୍ଷୁ ରେ କିଛି ସମସ୍ୟା ହୋଇଥିଲା। ଯାହା ଫଳରେ ସଂଗେ ସଂଗେ କ୍ୟାପିଟାଲ ହସ୍ପିଟାଲ କୁ ଆସିଥିଲେ ସୂର୍ଯ୍ୟପାତ୍ର। ସମସ୍ତ ଚିକିତ୍ସା ସରିବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ହସ୍ପିଟାଲ ରୁ ବାହାରିଥିଲେ ।ଅନ୍ୟପଟେ କ୍ୟାପିଟାଲ ହସ୍ପିଟାଲ ର ସ୍ଵଛତା କୁ ଦେଖି ଖୁସି ମଧ୍ୟ ହୋଇଥିଲେ।

Body: କ୍ୟାପିଟାଲ ହସ୍ପିଟାଲରେ ସ୍ପିକର ସୂର୍ଯ୍ୟ ପାତ୍ର। ଆଖି ଜନିତ ରୋଗ ରହିଥିବାରୁ ଚକ୍ଷୁ ବିଭାଗରେ ଦୀର୍ଘ ସମୟ ଧରି ଚିକିତ୍ସିତ ହୋଇଥିଲେ। ଆଖିର ବିଭିନ୍ନ ପ୍ରକାରର ପରୀକ୍ଷା ନିରୀକ୍ଷା କରିଥିଲେ। ଆଜି ସକାଳ ସମୟରେ ଚକ୍ଷୁ ରେ କିଛି ସମସ୍ୟା ହୋଇଥିଲା। ଯାହା ଫଳରେ ସଂଗେ ସଂଗେ କ୍ୟାପିଟାଲ ହସ୍ପିଟାଲ କୁ ଆସିଥିଲେ ସୂର୍ଯ୍ୟପାତ୍ର। ସମସ୍ତ ଚିକିତ୍ସା ସରିବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ହସ୍ପିଟାଲ ରୁ ବାହାରିଥିଲେ ।ଅନ୍ୟପଟେ କ୍ୟାପିଟାଲ ହସ୍ପିଟାଲ ର ସ୍ଵଛତା କୁ ଦେଖି ଖୁସି ମଧ୍ୟ ହୋଇଥିଲେ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.